Only for Entertainment

ସାମ୍ନାକୁ ଆସିଲା ପ୍ରିୟକାଙ୍କ ମୁମ୍ବାଇ ରିସେପ୍ସନର ଫଟୋ, ଏହି ଅନ୍ଦାଜରେ ନିକଙ୍କୁ ଅତିଥିଙ୍କ ସହିତ ପରିଚିତ କରାଇଲେ ଦେଶୀଗର୍ଲ ।

DNA India
23

ଚଳିତବର୍ଷର ସବୁଠାରୁ ଚର୍ଚ୍ଚିତ କପଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ନିକଟରେ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି । ଏହାପରେ ଏହି ନ୍ୟୁଲି ୱେଡ କପଲ ଦିଲ୍ଲୀରେ ରିସେପ୍ସନ ଦେବା ପରେ ବୁଧବାର ରାତିରେ ମୁମ୍ବାଇରେ ଦ୍ୱିତୀୟ ରିସେପ୍ସନ ପାର୍ଟି ଦେଇଛନ୍ତି । ଏହି ରିସେପ୍ସନ ପାର୍ଟିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । ନିକୟଙ୍କା ଏହି ରିସେପ୍ସନ ଭେନ୍ୟୁକୁ ଧଳା ଫୁଲରେ ସଜାଯାଇଥିଲା ଏବଂ ଦୁହିଁଙ୍କ ନାମର ଟ୍ରେଡମାର୍କ ‘ଏନପି’ର ଲୋଗୋ ଲଗାଯାଇଥିଲା ।

ରିସେପ୍ସନରେ ନିକୟଙ୍କାଙ୍କ ଭିନ୍ନ ଅନ୍ଦାଜ ଦେଖବାକୁ ମିଳିଥିଲା । ପ୍ରିୟଙ୍କା ନିକଙ୍କ ହାତ ଧରି ରିସେପ୍ସନ ଭେନ୍ୟୁକୁ ଏଣ୍ଟ୍ରି କରିଥିଲେ ଏବଂ ଦୁହେଁ ଖୁବ ଖସିଥିବା ଦେଖିବାକୁ ମିଳିଥିଲା । ମୁମ୍ବାଇ ରିସେପ୍ସନରେ ଦେଶୀଗର୍ଲ ପ୍ରିୟଙ୍କା ପୁଣିଥରେ ସବ୍ୟସାଚୀଙ୍କ ଡିଜାଇନର ଆଉଟଫିଟରେ ନଜର ଆସିଥିଲେ । ଅନ୍ୟ ପକ୍ଷରେ ନିକ ଗ୍ରେ ସୁୂଟରେ ନଜର ଆସିଥିଲେ । ମୁମ୍ବାଇ ରିସେପ୍ସନରେ ପ୍ରିୟଙ୍କା ନିଜ ସ୍ପିଚ ଦେବା ବେଳେ ଲାଜେଇ ସମସ୍ତଙ୍କ ସାମ୍ନାରେ ପତି ନିକଙ୍କୁ ପରିଚିତ କରାଇଥିଲେ । ଯାହାକୁ ଶୁଣିବା ପରେ ସେଠାରେ ପସ୍ଥିତ ସମସ୍ତ ଗେଷ୍ଟ ଖୁସି ହୋଇଯାଇଥିଲେ ।

ସ୍ପିଚ ଶେଷ କରିବା ପରେ ପ୍ରିୟଙ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେଖନ୍ତୁ ବିବାହ ରିସେପ୍ସନର କିଛି ଭିଡିଓ ଏବଂ ଫଟୋ-

pc

 

View this post on Instagram

 

@priyankachopra @nickjonas arrives now at the #wedding #reception for #priyankachopra ‘s #family #members and Guest .

A post shared by yogen shah (@yogenshah_s) on

 

View this post on Instagram

 

They are so cute #nickyankareception

A post shared by ℬollywood? (@bollysfitoor) on

 

View this post on Instagram

 

Here’s the beautiful couple ?❤ #nickyankareception

A post shared by ℬollywood? (@bollysfitoor) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More