Only for Entertainment

କରୀନା କପୂରଙ୍କ ଗୀତରେ ଏଭଳି ଡ୍ୟାନ୍ସ ଷ୍ଟେପ କଲେ ପ୍ରିୟଙ୍କା, ନିଜକୁ ଅଟକାଇ ପାରିଲେନି ନିକ ଜୋନସ, ଚାଂଚଲ୍ୟ ସୃଷ୍ଟି କଲା ଭିଡ଼ିଓ ।

ndtv
22

ଚଳିତ ଦିନରେ ସୋସିଆଲ ମିଡିଆରେ ଖେଳି ଯାଇଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ । ମିୟାମିରେ ଛୁଟି ବିତାଇବାକୁ ଯାଇଥିବା ନିକ୍ୟଙ୍କା ସୋସିଆଲ ମିଡିଆରେ ଖୁବ ଫଟୋ ଏବଂ ଭିଡ଼ିଓ ଶେୟାର କରୁଛନ୍ତି । ଏହା ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜୋନସ ବ୍ରଦର୍ସଙ୍କ ଗୀତରେ ପ୍ରିୟଙ୍କା ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଥିଲେ । ତେବେ ଏବେ ପ୍ରିୟଙ୍କା ପୁଣି ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କରୀନା କପୂରଙ୍କ ବୀରେ ଦି ୱେଡିଙ୍ଗ ଫିଲ୍ମର ଗୀତରେ ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

When Bollywood music kicks in.. #tareefan #kareenakapoor @sonamkapoor @badboyshah ❤️ @nickjonas @joejonas @sophiet

A post shared by Priyanka Chopra Jonas (@priyankachopra) on

 

View this post on Instagram

 

Sucker vibes in Miami.

A post shared by Nick Jonas (@nickjonas) on

ପ୍ରିୟଙ୍କା କରୀନା କପୂରଙ୍କ ତରିଫା ଗୀତରେ ଡ୍ୟାନ୍ସ କରୁଛନ୍ତି ଏବଂ ତାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ନିକ ଜୋନସ ଏବଂ ତାଙ୍କ ଭାଇ ଏବଂ ସୋଫି ଟର୍ନର । ଡ୍ୟାନ୍ସ କରୁଥିବା ସମୟରେ ପ୍ରିୟଙ୍କା ବେବୋ ବେବୋ କହୁଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More