Only for Entertainment

ସ୍ୱାସ୍ଥ୍ୟ ଖରାପ ହେତୁ ଆମେରିକା ଗଲେ ପ୍ରିୟଙ୍କା ଚୋପ୍ରା, ସର୍ଜରୀ ପରେ ସାମ୍ନାକୁ ଆସିଲା ଏଭଳି ଫଟୋ ।

amarujala
0 44

ପ୍ରିୟଙ୍କା ଚୋପ୍ରା ଏବେ ବଏଫ୍ରେଣ୍ଡ ନିକ ଜୋନସଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଦୁଇ ଜଣଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଛି । ନିର୍ବନ୍ଧ ପରେ ସେ ତାଙ୍କ ବଲିଉଡ ଫ୍ରେଣ୍ଡଙ୍କ ପାଇଁ ଏକ ସାନଦାର ପାର୍ଟି ମଧ୍ୟ ରଖିଥିଲେ । ପ୍ରିୟଙ୍କା ଫିଲ୍ମ ଦ ସ୍କାଇ ଇଜ ପିଙ୍ଗର ସୁଟିଂ ଶେଷ କରିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ସୁଟିଂ ମଧ୍ୟରେ ସେ ଆମେରିକା ଚାଲିଗଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଏକ କ୍ଲିନିକ ବାହାରେ ଦେଖିବାକୁ ମିଳିଛି । ତେବେ ପ୍ରିୟଙ୍କା କୌଣସି ପୋଜ ନ ଦେଇ ସିଧାସଳଖ କ୍ଲିନିକ ଭିତରକୁ ଚାଲି ଯାଇଥିଲେ । ଖବର ଅନୁସାରେ ସେ ତାଙ୍କ ନାକ,ଓଠ ଏବଂ ଚୀନକୁ ସର୍ଜରୀ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More