Only for Entertainment

ବିବାହ ପରେ ପ୍ରଥମ ଥର ପର୍ଫମାନ୍ସ କରୁଥିବାର ନଜର ଆସିଲେ ପ୍ରିୟଙ୍କା ଚୋପ୍ରା ।

aajtak
24

ପ୍ରିୟଙ୍କା ବିଦେଶୀ ବାବୁ ନିକଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାରେ ବେଶ କିଛଇ ଦିନ ହେବ ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରିୟଙ୍କାଙ୍କ ବିବାହ ଗୁଗଲରେ ଅଧିକ ସର୍ଚ୍ଚ କରାଯାଇଥିବା ବିବାହ ଲିଷ୍ଟରେ ସାମିଲ ହୋଇଯାଇଛି ।ନିକଟରେ ପିସିଙ୍କର ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାର ଖାସ କାରଣ ହେଉଛିଯେ ପ୍ରିୟଙ୍କା ବିବାହ ପରେ ପ୍ରଥମ ଥର ପଫର୍ମ କରିଥିବାର ନଜର ଆସିଛନ୍ତି ।

ବାସ୍ତବରେ ପ୍ରିୟଙ୍କା ଆଦିତ୍ୟ ବିର୍ଲା ଆୱାର୍ଡ଼ସରେ ପର୍ଫମ କରିଛନ୍ତି । ଏହି ଇଭେଂଟରେ ପିସି ଲାଲ ରଙ୍ଗର ସିମର ଡ୍ରେସକୁ ପସନ୍ଦ କରିଥିଲେ ଏବଂ ପିନ୍ଧିଥିଲେ । ଏଠାରେ ନିଜର ସମସ୍ତ ଗୀତରେ ଡ୍ୟାନ୍ସ ପର୍ଫମ କଲେ ।

ବିବାହ ପରେ ନିକ ଆମେରିକା ଫେରି ଯାଇଛନ୍ତି । ପ୍ରିୟଙ୍କା ତାଙ୍କ ଫିଲ୍ମକୁ ବ୍ୟସ୍ତ ଅଛନ୍ତି । ତେବେ ୨୦ ତାରିଖକୁ ଦୁଇ ଜଣ ମୁ୍ମ୍ବାଇରେ ରିସେପସନ ପାର୍ଟି ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More