Only for Entertainment

ନେଟଫ୍ଲିକ୍ସରେ ରିଲିଜ ହେବ ପ୍ରିୟଙ୍କାଙ୍କ ‘ଇଜନଟ ଇଟ ରୋମାଂଟିକ?

bollywood tadka
25

ପ୍ରିୟଙ୍କା କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଖୁବ ଜଣାଶୁଣା । ନିଜ ଅଭିନୟ ଯାଦୁରେ ସେ ସମସ୍ତଙ୍କ ହୃଦୟକୁ ବାନ୍ଧି ରଖିଛନ୍ତି । ବଲିଉଡରେ ନାମ କରିବା ପରେ ଏବେ ହଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟିି କରିଛନ୍ତି । ତାଙ୍କ ହଲିଉଡ ଫିଲ୍ମ ଇଜନଟ ଇଟ ରୋମାଂଟିକ ଖୁବଶୀଘ୍ର ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି ।

୨୮ ଫେବୃୟାରୀରେ ରିଲିଜ ହେବ ପ୍ରିୟଙ୍କାଙ୍କ ଏହି ସିରିଜ । ଯେଉଁଥିରେ ପ୍ରିୟଙ୍କାଙ୍କ ସହିତ ରେବେଲ ବିଲସନ ଏବଂ ଲିୟାମ ହେମ୍ସୱର୍ତ ନଜର ଆସିବେ । ଏହା ସହିତ ଏଡମ ଡେଭିନ ମଧ୍ୟ ନଜର ଆସିବେ ।

ଏହି ଫିଲ୍ମ ଆମେରିକା ଏବଂ କାନାଡ଼ା ବାହାରେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ରିଲିଜ ହେବ । ଏହା ପିୟଙ୍କାଙ୍କ ତୃତୀୟ ହଲିଉଡ ପ୍ରୋଜେକ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More