Only for Entertainment

ପ୍ରିୟଙ୍କା ଶେୟାର କଲେ ‘ ଦ ସ୍କାଇ ଇଜ ପିଙ୍କ୍’ର ଟିମ ଫଟୋ ।

bollywood tadka
32

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଜୋନସ ବ୍ରଦର୍ସଙ୍କ ଗୀତକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ବିଶେଷ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଗୀତରେ ପ୍ରିୟଙ୍କାଙ୍କ ଲୁକ । ଏବେ ବଲିଉଡକୁ କମବ୍ୟାକ କରିଛନ୍ତି ପ୍ରିୟଙ୍କା । ସେ ସୋନାଲୀ ବୋଷଙ୍କ ‘ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

 

View this post on Instagram

 

Our sky is pink.. @faroutakhtar @rohitsaraf10 @zairawasim_ @shonalibose_ ❤️

A post shared by Priyanka Chopra Jonas (@priyankachopra) on

ନିକଟରେ ପ୍ରିୟଙ୍କା ଫିଲ୍ମ ଟିମ ସଦସ୍ୟଙ୍କ ସହିତ ଉଠାଇଥିବା ଏକ ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହିତ ଫରହାନ ଅଖତର ଏବଂ ଜାୟରା ବସୀମ ନଜର ଆସିଛନ୍ତି । ଫଟୋରେ ସମସ୍ତେ ସମୂଦ୍ର କୂଳରେ ନଜର ଆସିଛନ୍ତି । କେବଳ ପ୍ରିୟଙ୍କା ନୁହଁନ୍ତି ବରଂ ଫରହାନ ମଧ୍ୟ ଏହି ଫଟୋକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଦେଶୀ ଗର୍ଲ ପ୍ରିୟଙ୍କା ଫଟୋ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ଆମ ଆକାଶ ଗୋଲାପୀ ।

କହିରଖୁଛୁଯେ ଫିଲ୍ମ ସୁଟିଂ ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଛି । ଫିଲ୍ମ ଏହି ବର୍ଷ ୧୧ ଅକ୍ଟୋବରକୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More