Only for Entertainment

ଏବେ ଏହି ମ୍ୟୁଜିକ କିଙ୍ଗଙ୍କ ସହ ନଜର ଆସିବେ ପିଗି ଚପ୍ସ, ଜାଣନ୍ତୁ !

31

ପ୍ରିୟଙ୍କା ଚୋପ୍ରା ଲଗାତାର ଚର୍ଚ୍ଚାରେ ରହିଥିବା ବେଳେ, ତାଙ୍କୁ ଭଲ ଭାବେ ଜଣା ଯେ କିଭଳି ଚର୍ଚ୍ଚାରେ ରହି ହେବ । କିଛିଦିନ ହେବ ସେ ତାଙ୍କ ଫିଲ୍ମ ସ୍କାଇ ଇଜ ପିଙ୍କ’ର ସୁଟିଂ ଶେଷ କରିଛନ୍ତି , ଯାହାର ଫଟୋ ସୋସିଆଲ ମିଡିଆରେ ଯାଦୁ ବିଛାଇ ଥିଲା ।

ଏବେ ଏବେ ଖବର ଆସିଛି ଯେ ପ୍ରିୟଙ୍କା ଚୋପ୍ରା ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର କିଙ୍ଗ ଏଆର ରେହେମାନଙ୍କ ସହ ନଜର ଆସିବେ । ନିକଟରେ ପ୍ରିୟଙ୍କା ରେହମାନଙ୍କ ସହ ସେଲ୍ଫି ନେଇ ଏକ ଫଟୋ ସୋସିଆଲ ମିହିଆରେ ଶେୟାର କରିଛନ୍ତି । ଏହି ସେଲ୍ଫି ପ୍ରିୟଙ୍କା ଲସଭେଗାସର ଯେବିଏଲ ଷ୍ଟୁଡିଓରେ ସୁଟ କରିଛନ୍ତି । ରିପୋର୍ଟ ମୁତାବକ ପ୍ରିୟଙ୍କା ହକି ଟୁର୍ଣ୍ଣାମେଂଟର ଓପନିଂ ସେରେମନିରେ ଏ ଆର ରେହମାନଙ୍କ ଉପସ୍ଥାପିତ ରହିବେ । ଏହି ଗୀତକୁ ଏଆର ରେହମନ କମ୍ପୋଜ କରିଛନ୍ତି , ଗୀତ ବୋଲ ଲେଖିଛନ୍ତି ଗୁଲଜର । ଏହି ଗୀତର ବୋଲ ରହିଛି ‘ଜୟ ହିନ୍ଦ ହିନ୍ଦ , ଜୟ ଇଣ୍ଡିଆ’ ।

 

View this post on Instagram

 

In the presence of genius. ❤️ @jblaudio @arrahman #Ad

A post shared by Priyanka Chopra (@priyankachopra) on

ଗୁରୁବାର ଦିନ ଶାହରୁଖ ରେହମନଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏଭଳି ଖବର ମଧ୍ୟ ଶୂଣିବାକୁ ମିଳିଛି ଯେ ଏଆର ରେହମନଙ୍କ କମ୍ପୋଜ କରଯାଇଥିବା ଏକ ନୂଆ ଗୀତରେ କିଙ୍ଗ ଖାନ ନଜର ଆସିବେ । ଏଭଳି ମଧ୍ୟ ଶୁଣିବାକୁ ମିିଳିଛି ଯେ କିଙ୍ଗ ଖାନ ଏବଂ ରେହମନ ଓପନିଂ ସେରେମନିରେ ଉପସ୍ଥିତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More