Only for Entertainment

୧୦ ବର୍ଷ ଚ୍ୟାଲେଂଜରେ ଏଭଳି ଫଟୋ ଶେୟାର କରି ସମସ୍ତଙ୍କୁ ଇମୋଶନାଲ କରିଦେଲେ ପ୍ରିୟଙ୍କା ଚୋପ୍ରା ।

DNA India
48

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୦ ବର୍ଷ ଚ୍ୟାଲେଂଜ ନେଇ ନିକଟରେ ଏକ ଫଟୋ ଶେୟାର କରି ସମସ୍ତଙ୍କୁ ଇମୋଶନାଲ କରି ଦେଇଛନ୍ତି ।

 

View this post on Instagram

 

With this #10yearchallenge taking over the internet, it’s got me thinking about the past ten years of my life, like probably all of you. So much has changed! Not just my hair or my clothes (or my husband!), but in how I see the world. How I understand myself. In these 10 years, with everything I’ve done, I realized that it’s my curiosity in others that has led me to grow into who I am today. So I decided to feed my curiosity by starting a journey where I will meet some extraordinary people. I am a lifelong learner and I am always seeking inspiration. Help me navigate my way through this journey as I ask my peers, role models, and friends — #JustOneThing. Watch my stories today☝️ to be a part of my new @youtube Originals Special, “If I Could Tell You Just One Thing.”

A post shared by Priyanka Chopra Jonas (@priyankachopra) on

ପୋଷ୍ଟରେ ପ୍ରିୟଙ୍କା ଲେଖିଛନ୍ତି ଏବେ ପ୍ରତ୍ୟେକ ସ୍ଥାନରେ ୧୦ ବର୍ଷ ଚ୍ୟାଲେଂଜ ବିଷୟରେ ଆଲୋଚନା କରାଯାଉଛି, ମୁଁ ମୋ ଜୀବନର ବିତି ଯାଇଥିବା ୧୦ ବର୍ଷ ବିଷୟରେ ଭାବୁଛି ତ ଜାଣିପାରୁଛିଯେ ମୋ ଜୀବନରେ ବହୁତ କିଛି ବଦଳି ଯାଇଛି । ମୋ ବେଶଭୂଷା ଠାରୁ ନେଇ ମୋ ଜୀବନ ପର୍ଯ୍ୟନ୍ତ ସବୁକିଛି ବଦଳି ଯାଇଛି । ମୁଁ ବହୁତ କିଛି ହାସଲ କରିଛି ଯାହା ମୋର ଅଶା ଥିଲା । ଏହା ମୋତେ ଆଗକୁ ବଢିବାରେ ଖୁବ ସହାଯ୍ୟ କରିଛି । ମୋତେ ଏକ ଲମ୍ବା ଯାତ୍ରାରେ ବାହାରିବାର ଅଛି । ମୁଁ ଯେଉଁ ଯାତ୍ରାରେ ଯିବା ପାଇଁ ଚାହୁଁଛି ମୋତେ ଆପଣଙ୍କ ସହାୟତାର ଆବଶ୍ୟକତା ରହିଛି ।

କହିରଖୁଛୁଯେ ପ୍ରିୟଙ୍କା ଯୋଦ୍ଧପୁରର ଉମେଦ ଭବନରେ ବିଦେଶୀ ବାବୁ ନିକ ଜୋନସଙ୍କୁ ବିବାହ କଲେ । ଦୁଇଜଣଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା । ଦୁଇଜଣ ନିଜ ରୟାଲ ୱେଡିଙ୍ଗକୁ ସିକ୍ରେଟ ରଖିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଫଟୋ ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More