Only for Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା ଚୋପ୍ରାଙ୍କ ଭାଉଜ, ବିବାହ ପୂର୍ବରୁ ବିଗିଡିଲା ଶରୀର!

21

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି । ଖବର ମୁତାବକ ଏଠାରେ ନିଜ ଭାଇ ସିଦ୍ଧାର୍ଥଙ୍କ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ ଖୁବ ଶୀଘ୍ର ଇଶିତା କୁମାରଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଇଶିତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ପ୍ରିୟଙ୍କାଙ୍କ ହେବାକୁ ଥିବା ଭାଉଜ ବେମାର ଥିବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଖବର ନିଜେ ପ୍ରିୟଙ୍କା ଫଟୋ ଶେୟାର କରି ଦେଇଛନ୍ତି । ଫଟୋରେ ପରିଷ୍କାର ନଜର ଆସିଛି ଯେ ତାଙ୍କ ହାତରେ ଡିପ ଲାଗିଛି । ଫଟୋ ଶେୟାର କରି ଇଶିତା ପାଉଥିବା କଷ୍ଟ ଶେୟାର କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଖୁବ ଶୀଘ୍ର ସିଦ୍ଧାର୍ଥ ଏବଂ ଇଶିତା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ୨୭ଫେବୃୟାରୀକୁ ଦୁହିଁଙ୍କ ରୋକା ସେରେମନୀ ହୋଇଥିଲା, ଯେଉଁଥିରେ ପ୍ରିୟଙ୍କା ନିକ ନଜର ଆସିଥିଲେ । ଏହି ଫଟୋ ମଧ୍ୟ ପ୍ରିୟଙ୍କାଙ୍କ ଭାଉଜ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More