Only for Entertainment

ପ୍ରଥମ ବିବାହ ବାର୍ଷିକୀରେ ପରସ୍ପରକୁ ଏଭଳି ଶୁଭେତ୍ସା ଜଣାଇଲେ ପ୍ରିୟଙ୍କା-ନିକ

oprah magazine
47

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ୧ ବର୍ଷ ପୂରି ଯାଇଛି । ଏହି ଦୁଇଜଣ ୨୦୧୮ରେ ଡିସେମ୍ବର ୧ ଓ ୨ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କାର୍ଯ୍ୟ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତିନୀତିରେ ସମ୍ପନ୍ନ ହୋଇଥିଲା ।

 

ପ୍ରଥମ ବିବାହ ବାର୍ଷିକୀ ଉପଲକ୍ଷେ ପ୍ରିୟଙ୍କା ଓ ନିକ ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଥମ ବିବାହ ବାର୍ଷିକୀର ଶୁଭେତ୍ସା ଜଣାଇଛନ୍ତି । ପ୍ରିୟଙ୍କା ଏବଂ ଛୋଟ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ନିକଙ୍କ ହାତ ଧରିଛନ୍ତି । ଏହା ବ୍ୟତୀତ ଦୁଇଜଣ ବିବାହର ଗୋଟିଏ ଗୋଟିଏ ଫଟୋ ମଧ୍ୟ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More