Only for Entertainment

ବିନା ମେକଅପରେ ଭାଇରାଲ ହେଲା ପ୍ରିୟଙ୍କାଙ୍କ ଫଟୋ, ପରିଷ୍କାର ଭାବରେ ନଜର ଆସିଲା ଦାଗ ।

bollywood tadka
31

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଲରେ ନୁହେଁ ବରଂ ହଲିଉଡରେ ମଧ୍ୟ ଦମଦାର ଅଭିନୟ କରି ସମସ୍ତଙ୍କୁ ଦିୱାନା କରି ଦେଇଛନ୍ତି । ଲୋକ ତାଙ୍କ ସୌନ୍ଦର୍ଯ୍ୟର ଦିୱାନା । କିନ୍ତୁ ସବୁବେଳେ ମେକଅପରେ ନଜର ଆସୁଥିବା ପ୍ରିୟଙ୍କା ଏହିଥର ବିନା ମେକଅପରେ ନଜର ଆସିଛନ୍ତି ।

ନ୍ୟୁୟର୍କରେ ଏବେ ପ୍ରିୟଙ୍କା ପତି ନିକ ଏବଂ ଶ୍ୱଶୁର ଘର ସହିତ ମୂଲ୍ୟବାନ ସମୟ ବିତାଉଛନ୍ତି । ନିକଟରେ ସେ ଏକ ମାଗାଜିନ ପାଇଁ ବିନା ମେକଅପରେ ଫଟୋ ଉଠାଇଛନ୍ତି । ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋରେ ନିହାତି ଭାବରେ ପ୍ରିୟଙ୍କା ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି । କିନ୍ତୁ ମୁହଁର ଦାଗ ପରିଷ୍କାର ଭାବରେ ନଜର ଆସିଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ବଲିଉଡକୁ ଫେରିବାପାଇଁ ପ୍ରସ୍ତୁତ । ସେ ଆଗାମୀ ଦିନରେ ଫିଲ୍ମ ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More