Only for Entertainment

ନିକ,ଭଉଣୀ ପରିଣୀତି ଏବଂ ବନ୍ଧୁ ମାନଙ୍କ ସହିତ ବ୍ୟାଚଲର ଜୀବନକୁ ଏହିଭଳି ଉପଭୋଗ କରୁଛନ୍ତି ପ୍ରିୟଙ୍କା ।

timesnow
28

ବାହାଘର ପାଇଁ ହାତଗଣତି ଦିନ ବଂଚିଥିବାବେଳେ ଏବେ ନିଜ ବ୍ୟାଚଲର ଲାଇଫକୁ ବେଶ ଏନଜୟ କରୁଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ।

 

ନିକଟରେ ଦୁଇ ଷ୍ଟାରଙ୍କ ଡିନର ପାର୍ଟିର୍ରେ ଏକାଠି ନଜର ଆସିଲେ ପ୍ରିୟଙ୍କା ଚୋପ୍ରା,ନିକ ଜୋନସ,ପରୀଣିତି ଚୋପ୍ରା.ଆଲିଆ ଭଟ,ଜୟ ଜୋନଓ ଓ ସୋଫି ଟର୍ଣ୍ଣର ।

ଗୋଟେପଟେ ବଲିଉଡ ନାୟିକା ନିଜର ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିବାବେଳେ ବିଦେଶୀ ବାବୁ ନିକ ଓ ଜୟ ମଧ୍ୟ ବିନ୍ଦାସ ଲୁକରେ ଦେଖାଯାଇଛନ୍ତି ।ପରେ ଜୁହୁ ବିଚରେ ନିଜ ସାଥୀଙ୍କ ସହ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ପ୍ରିୟଙ୍କା ।ଯୋଧପୁରରେ ଆୟୋଜିତ ହୋଇଛି ପ୍ରିୟଙ୍କା ଓ ନିକଙ୍କ ମୋଷ୍ଟ ଆୱେଟିଙ୍ଗ ମ୍ୟାରେଜ ।

ମୁମ୍ବାଇରେ ଅତିଥିଙ୍କ ଆଗମନ ଆରମ୍ଭ ହୋଇସାରିଛି ।ଆଉ କିଛି ଅତିଥି ୨୮ ତାରିଖ ସୁଦ୍ଧା ପହଁଚିବା ନେଇ ସୂଚନା ରହିଛି ।ଏମାନଙ୍କ ପାଇଁ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।ଯୋଧପୁର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଯୋଧପୁରରେ ପହଁଚିବେ ପ୍ରିୟଙ୍କାଙ୍କ କିଛି ଖାସ ମେହେମାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More