Only for Entertainment

ସାମ୍ନାକୁ ଆସିଲା ପ୍ରିୟଙ୍କା ନିକଙ୍କ ବିୟୁଟିଫୁଲ ୱେଡିଙ୍ଗ ଫଟୋ ।

ANI
30

ପ୍ରିୟଙ୍କା ଓ ନିକଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଧୀରେ ଧୀରେ ସେମାନଙ୍କର ସୁନ୍ଦର ଫଟୋ ମିଡିଆ ସାମ୍ନାକୁ ଆସୁଛି । ଯାହା ଆମେ ଆପଣଙ୍କ ନିକଟରେ ପହଂଚାଉଛୁ । ଠିକ ସେହିଭଳି ଏବେ ପ୍ରିୟଙ୍କା ନିକଙ୍କ ଏକ ସୁନ୍ଦର ଫଟୋ ଆସିଛି ଯାହା ଆପଣଙ୍କ ମନ ମୋହିବାରେ ନିହାତି ଭାବରେ ସମର୍ଥ ହେବ ।ଦେଖନ୍ତୁ ଏହି ଅଦେଖା ଫଟୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More