Only for Entertainment

ବିବାହ ପୂର୍ବରୁ କେକ କାଟି ସେଲିବ୍ରେଟ କଲେ ନିକ ଓ ପ୍ରିୟଙ୍କା ।

bollywood tadka
20

ପ୍ରିୟଙ୍କା ଏବଂ ନିକ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସବୁଠାରୁ ଖାସ କଥା ହେଉଛି ବିଦେଶରୁ ଅତିଥି ବିବାହ ମଣ୍ଡପକୁ ଆସିବା ପାଇଁ ହେଲିପ୍ୟାଡର ବ୍ୟବସ୍ଥା କରିଛନ୍ତି ପ୍ରିୟଙ୍କା । ତେବେ ବିବାହ ପୂର୍ବରୁ ପ୍ରିୟଙ୍କା ନିକ ସେଲିବ୍ରେଟ କରି ସାରିଛନ୍ତି,ତାହା ପୁଣି କେକ କାଟି । ଯାହା ଆପଣ ଏହି ଫଟୋ ଦେଖିବା ପରେ ଜାଣିପାରିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More