Only for Entertainment

ନିକଙ୍କ ସହିତ ପ୍ରିୟଙ୍କା ଶେୟାର କଲେ ରୋମାଂଟିକ ଫଟୋ,ନିକ କରିଦେଲେ ଏଭଳି କମେଂଟ ।

bollywood tadka
29

ପ୍ରିୟଙ୍କା ଏବେ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ତେଣୁ ବିଭିନ୍ନ ସମୟରେ ନିକ ଏବଂ ପ୍ରିୟଙ୍କାଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଥାଏ । ଏହିଥର ମଧ୍ୟ ଘଟିଛି କିଛି ସେହିଭଳି । ପ୍ରିୟଙ୍କା ତାଙ୍କ ଇଂଷ୍ଟା ଆକାଉଂଟରେ ନିକଙ୍କ ସହିତ ଫଟୋ ଶେୟାର କରିଛନ୍ତି । ଫଟୋରେ ଦୁଇଜଣ ଖୁବ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି ।

 

 

View this post on Instagram

 

Bae ❤️@nickjonas

A post shared by Priyanka Chopra (@priyankachopra) on

ପ୍ରିୟଙ୍କା ଫଟୋରେ କ୍ୟାପ୍ସନ  ଦେଇଛନ୍ତି ‘Bae @Nick Jonas’।।ନିକ ଲେଖିଛନ୍ତି Red Dress।।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More