Only for Entertainment

ନ୍ୟୁୟର୍କରେ ଶାଶୁ ସହିତ ଖୁବ ଜମେଇ ନାଚିଲେ ପ୍ରିୟଙ୍କା ଚୋପ୍ରା । ନିକ କିଣିଲେ ପ୍ରିୟଙ୍କାଙ୍କ ପାଇଁ ଘର ।

aajtak
49

ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ନିକ ଜୋନସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତଥାପି ସେମାନଙ୍କ ବିବାହ ତାରିଖକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଏଭଳି ମନେ ହେଉଛି ଯେପରି ପ୍ରିୟଙ୍କା ଏବଂ ନିକ ବିବାହ ପାଇଁ ସେଲିବ୍ରେସନ ଆରମ୍ଭ କରି ସାରିଛନ୍ତି ।

ନିକଟରେ ପିୟଙ୍କା ବ୍ରାଇଡଲ ସାୱର ପାର୍ଟି ସେଲିବ୍ରେଟ କରିଛନ୍ତି । ଏବେ ପ୍ରିୟଙ୍କା ବ୍ୟାଚଲର ଚୀବନକୁ ଉପଭୋଗ କରୁଛନ୍ତି । ପ୍ରିୟଙ୍କାଙ୍କ ପାର୍ଟି ଭିଡ଼ିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ମା ମଧୁ ଚୋପ୍ରା ଏବଂ ଶାଶୁଙ୍କ ସହିତ ନଜର ଆସିଛନ୍ତି ।ପାର୍ଟିରେ ସେମାନେ ଖୁବ ଜମେଇ ନାଚ କରିଛନ୍ତି ।ଏହି ପାର୍ଟିରେ ପ୍ରିୟଙ୍କାଙ୍କ ଖୁବ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ । ଏପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ବିବାହ ତାରିଖର ଅଫିସିଆଲ ଘୋଷଣା ହୋଇନାହିଁ । ଖବର ଅନୁସାରେ ଦୁଇ ଜଣ ଡିସେମ୍ବର ୧୨ ଅର୍ଥାତ ଦୀପିକା ରଣବୀରଙ୍କ ରିସେପସନରେ ବିବାହ କରିବେ ।

 

ସୂଚନା ମୁତାବକ ନିକ ଜୋନଓ ପ୍ରିୟଙ୍କାଙ୍କ ପାଇଁ ଲସ ଏଂଜେଲସରେ ଘର କିଣିଛନ୍ତି । ଘରର ମୂଲ୍ୟ ୪୭.୫୦ କୋଟି । ଘର ମଧ୍ୟରେ ଏକ ସ୍ୱିମିଙ୍ଗ ପୁଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More