Only for Entertainment

ଅନାବଶ୍ୟକ ପାଚିଲା କେଶ ପାଇଁ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ।

cdn.medimetry.com
0 60

ଆଜିକାଲିର ଯୁବକମାନେ ଅଧିକ ସୁନ୍ଦର ଦେଖାଯିବା ଲାଗି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । ଏହାଛଡା ସାଧାରଣତଃ ଦାଢି ଏବଂ ନିଶ ବଢାଇବା ଆଜିକାଲି ଯୁବକଙ୍କର ଫ୍ୟାଶନ ହୋଇଗଲାଣି । ଯଦି କମ ବୟସରେ ଦାଢି ଓ ନିଶ ମଧ୍ୟରେ ଗୋଟିଏ ପାଚିଲା କେଶ ରହିଯାଇଥାଏ ତେବେ ଲୋକମାନଙ୍କ ଆଗରେ ସେମାନଙ୍କୁ ଲଜ୍ଜିତ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ପାଚିଲା କେଶରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ,

-ଅନାବଶ୍ୟକ ପାଚିଲା କେଶରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଅଧା ଗିନା କଂଚା ଅମୃତଭଣ୍ଡା ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଏକ ଚାମଚ ଆଲୋଭେରା ରସ ଏବଂ ହଳଦୀ ଗୁଣ୍ଡ ମିଶାଇ ସେହି ପାଚିଲା କେଶରେ ଲଗାନ୍ତୁ ।

-ଆଳୁରେ ବ୍ଲିଚିଂର ପ୍ରାକୃତିକ ଗୁଣ ରହିଥାଏ । ସେଥିପାଇଁ ଆଳୁକୁ ଡାଲି ସହ ମିଶାଇ ପାଚିଲା କେଶରେ ଲଗାଇବା ଦ୍ୱାରା କେଶର ପ୍ରାକୃତିକ ରଂଗ ଫେରି ଆସିଥାଏ ।

-ଶରୀରକୁ ଆବଶ୍ୟକୀୟ ପ୍ରୋଟିନ ଏବଂ ମିନେରାଲ୍ସ ପାଇଁ ଘିଅ, ସବୁଜ ପନିପରିବା, କ୍ଷୀର, ଦହି, ଡାଲି ଇତ୍ୟାଦି ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ।
ଏହାଦ୍ୱାରା ଆପଣ ପାଚିଲା କେଶରୁ ସୁରକ୍ଷା ପାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More