Only for Entertainment

ରଣବୀରଙ୍କ ସଂଜୁରେ ଗୋଟିଏ କଟ,ବିବାଦ ପରେ ନିର୍ମାତା ହଟାଇଲେ ଏହି ଦୃଶ୍ୟ ।

aajtak
0 49

ଫିଲ୍ମ ସଂଜୁ ରିଲିଜ ହୋଇସାରିଛି । ଫିଲ୍ମରେ ସଂଜୟଙ୍କ ଜୀବନର କେତେକ ସମୟକୁ ସାମିଲ କରାଯାଇଛି । ଏଥିରେ ତାଙ୍କ ଜୀବନ ସଂଘର୍ଷ ସହିତ ପାରିବାରିକ କାହାଣୀକୁ ଦର୍ଶାଯାଇଛି । କିଛି ସମୟ ପୂର୍ବରୁ ରିଲିଜ ହୋଇଥିବା ଏହି ଫିଲ୍ମର ଏକ ଦୃଶ୍ୟ ସମସ୍ତଙ୍କ ଧ୍ୟାନକୁ ଆକର୍ଷିତ କଲା । ସଂଜୟ ଦତ୍ତଙ୍କୁ ନେଇ ଜେଲରେ ଏକ ଟଏଲେଟ ଦୃଶ୍ୟ ଥିଲା ଯାହାକୁ ସେନ୍ସର ବୋର୍ଡ଼ର ଫିଲ୍ମରୁ ହଟାଇ ଦେଇଛନ୍ତି ।

ଫିଲ୍ମର ଟ୍ରେଲର ରିଲିଜ ପରେ ଏହି ବିବାଦ ସାମ୍ନାକୁ ଆସିଥିଲା । ଯାହାପରେ ସେନ୍ସର ବୋର୍ଡ଼ ଏହାକୁ ହଟାଇ ଦେଇଛନ୍ତି । କିନ୍ତୁ କାରଣକୁ ଗୁପ୍ତ ରଖାଯାଇଛି । ତେବେ ଫିଲ୍ମର ଏହି ସିନ କାଟିବା ପରେ ସାର୍ଟିଫିକେଟ ମିଳିଥିଲା ।

ଯେଉଁ ସିନ କଟାଗଲା ତାହା ୧୯୯୩ର ମୌସୁମୀ ସମୟର ଦୃଶ୍ୟ ଥିଲା । ଜେଲ ଅଥୋରିଟି ଅଫ ଇଣ୍ଡିଆ ବଦନାମ ହେଉଛି କହି ମାମଲା ରୁଜୁ କରାଯାଇଥିଲା । ତେଣୁ ସିନକୁ କାଟିବାକୁ ପଡ଼ିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More