Only for Entertainment

୧୦ରୁ ଆରମ୍ଭ ହେବ କରୀନାଙ୍କ ରେଡ଼ିଓ ଶୋ,ଅତିଥି ଭାବରେ ନଜର ଆସିବେ ଏହି ତାରକା,ଦେଖନ୍ତୁ ପ୍ରମୋ ।

aajtak
20

କରୀନା ଏବେ ଅଭିନେତ୍ରୀ ପରେ ରେଡ଼ିଓ ଜକି ଭାବରେ ନଜର ଆସିବେ ।ସେ What Women Want with Kareena Kapoor Khan ନାମକ ରେଡ଼ିଓ ଶୋ’ରେ ବଲିଉଡର ମହିଳା ସେଲିବ୍ରେଟୀଙ୍କ ସହିତ କଥା ହେବେ ।ଏହି ଶୋ’ର ପ୍ରମୋ ରିଲିଜ ହୋଇଛି ଏବଂ ୧୦ ଡିସେମ୍ବରରରୁ ଆରମ୍ଭ ହେବ ।

ଶୋ’ରେ କରୀନା କପୁର,ସ୍ୱରା ଭାସ୍କର,କରିସ୍ମା କପୁର,ସୋହା ଅଲି ଖାନ,ଜୋୟା ଅଖତର,ରେଗା ଝା,ସନି ଲିଓନ,ମଲ୍ଲିକା ଦୁଆ ଓ ଅମୃତା ଅରୋରା ଆଦି ନଜର ଆସିବେ ।

ତେବେ ମହିଳାଙ୍କ ସହିତ ସମାଜର ସଂପର୍କକୁ ଏହି ଶୋ’ରେ ଦର୍ଶାଯିବ । ଏହା ସହିତ କିଭଳି ଭୁଲକୁ ସୁଧାରି ହେବ ସେହି ବିଷୟରେ ମଧ୍ୟ ଆଲୋଚନା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More