Only for Entertainment

ପବଜି ଟୁର୍ଣ୍ଣାମେଂଟରେ ବିଜେତା ହେଲେ ମିଳିବ ୧କୋଟି ଆଉ ମୋବାଇଲ !

26

ମୋବାଇଲ ଗେମ ପବଜୀ ମୋବାଇଲରେ ଲଂଚ ହେବା ପରେ ଶାନଦାର ସଫଳତା ହାସଲ କରିଛି ଏବଂ ଏବେ ପର୍ଯ୍ୟନ୍ତ ଏହା ୨୦କୋଟି ରୁ ଅଧିକ ଡାଉନଲୋଡ ହୋଇସାରିଲାଣି । ଏହାର ନିର୍ମାତା ଟେନ୍ସେଂଟ ଗେମ ଏବଂ ପବଜୀ ମୋବାଇଲ ଇଣ୍ଡିଆ ସିରିଜ ୨୦୧୯ ଘୋଷଣା କରିଛନ୍ତି , ଯାହା ଭାରତରେ ଆୟୋଜିତ ହେବାକୁ ଥିବା ପ୍ରଥମ ଅଧିକାରିକ ଓପନ ଟୁ ଅଲ ଟୁର୍ଣ୍ଣାମେଂଟ ହେବ ।

ଏହି ସିରିଜର ବିଜେତା ୧କୋଟି ଟଙ୍କା ଉପହାର ରାଶି ପାଇବେ । କମ୍ପାନୀ ଗୁରୁବାର ଦିନ ଏହି ବୟାନ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶରେ ଇ-ସ୍ପୋର୍ଟ ପାଇଁ ଚଳନୀୟ ପରିସ୍ଥିତି ଯୋଜନା ପ୍ରସ୍ତୁତି କରିବା ଦିଗରେ ଏକ ବଡ ପଦକ୍ଷେପ ଅଟେ । ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇ ୧କୋଟି ଟଙ୍କା ଭଳି ପୁରସ୍କାର ଏବଂ ମୋବାଇଲ ଜିତିବାର ସୁଯୋଗ ପାଇପାରିବେ ।

ଏହି ଟୁର୍ଣ୍ଣାମେଂଟ ପାଇଁ ୩୦ଟି ସହରରୁ ୧୦୦୦ରୁ ଅଧିକ କଲେଜରେ ୩ସପ୍ତାହ ମଧ୍ୟରେ ୨,୫୦,୦୦୦ରେ ଅଧିକ ରେଜିଷ୍ଟ୍ରେସନ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More