Only for Entertainment

ମାଛ ଖାଇଗଲା ବିଷାକ୍ତ ସାପ, ଭିଡିଓ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

khabarNDTV
0 58

ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ଏକ ସେଫ୍ଟି ଟ୍ୟାଙ୍କରେ ସାପ, ବିଛା ଏବଂ କଙ୍କଡା ବିଛା ଛାଡିଲେ କଣ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କି ପକାଇଛି । ଆଧ୍ମାଦତକ ମାଛ ସମସ୍ତଙ୍କୁ ଖାଇ ଦେଉଛି । ଏହି ଭିଡିଓଚ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣଙ୍କୁ ମଧ୍ୟ ଲାଗିବ ଯେ ଏହି ମାଛ ଏଭଳି କାହିଁକି କରୁଛି ।

 

ଏହି କ୍ଲିପକୁ ରେଡିଟ ନାମକ ବ୍ୟକ୍ତି ପୂର୍ବ ସପ୍ତାହରେ ଶେୟାର କରିଥିଲେ । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୫ମିଲିୟନ ଭ୍ୟୁମିଳି ସାରିଲାଣି ଏବଂ ଏଥିରେ ୩୦୦ରୁ ଉଦ୍ଧ୍ୱର୍ କମେଂଟ ମଧ୍ୟ ମିଳି ସାରିଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପେଫର ଫିସ ଏକ ଟ୍ୟାଙ୍କରେ ଏକାକୀ ବୁଲୁଛି । ଯେତେବେଳେ ଅନ୍ୟ ଜନ୍ତୁ ମାନଙ୍କୁ ଏହା ଭିତରକୁ ଛଡା ଯାଉଛି ଏହି ମାଛ ସେ ସମସ୍ତ ଜନ୍ତୁକୁ ଖାଇ ଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏବେ ଆପଣ ଭାବୁଥିବେ ଯେ ଏହି ଛୋଟ ମାଛ କିଭଳି ଏପରି ଖାଇ ପାରୁଛି , ଜଣେ ୟୁଜର୍ସ ମାଛର କେତେ ବଡ ଦାନ୍ତ ଥିବା ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More