Only for Entertainment

ଏହି ଟପ୍ ଅଭିନେତ୍ରୀଙ୍କୁ ନିଜ ବାୟୋପିକରେ ଦେଖିବାକୁ ଚାହାଁନ୍ତି ପିଭି ସିନ୍ଧୁ, ନାମ ଜାଣିଲା ପରେ କହିବେ ଫିଲ୍ମ ସୁପରହିଟ

eShe
189

ବ୍ୟାଡମିଣ୍ଟନ ଖେଳାଳୀ ଏବଂ ଚ୍ୟାମ୍ପିଅନସିପରେ ଗୋଲ୍ଡ ମେଡାଲ ଜିତିଥିବା ପିଭି ସିନ୍ଧୁ ପୂରା ଦୁନିଆରେ ଭାରତର ନାମକୁ ଉଜ୍ଜଳ କରି ଷ୍ଟାର ସଲଟର ଟାଇଟଲ ହାସିଲ କରିଛନ୍ତି । ଏହି ଷ୍ଟାର ଖେଳାଳୀଙ୍କୁ ଏବେ ଲେକେ ଗୋଲଡେନ ଗର୍ଲ ନାମରେ ମଧ୍ୟ ଡାକୁଛନ୍ତି । ନିକଟରେ ପିଭି ସିନ୍ଧୁ ନିଜ ବାୟୋପିକକୁ ନେଇ ଏକ ଖୁଲାସା କରି କହିଛନ୍ତି ଯେ ସେ ନିଜ ଭୂମିକାରେ କେଉଁ ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ଚାହାଁନ୍ତି ।

ଏକ ମିଡିଆ ପୋଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ପିଭି ସିନ୍ଧୁ କହିଥିଲେ ସେ ତାଙ୍କ ବାୟୋପିକରେ ବଲିଉଡ ଲିଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ଚାହାଁନ୍ତି । ସେ ଚାହାଁନ୍ତି ଦୀପିକା ତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଚାହାଁନ୍ତି । କାରଣ ସେ ଏହି ଖେଳ ଖେଳିଛନ୍ତି ଏବଂ ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟ । କିନ୍ତୁ ଯଦି କେହି ମେକର୍ସ ମୋ ବାୟୋପିକ ନିର୍ମାଣ କରନ୍ତି ତେବେ ଏହା ତାଙ୍କ ଉପରେ ନିର୍ଭର କରେ ।

ଦୀପିକାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ପତି ରଣବୀର ସିଂଙ୍କ ସହିତ ଫିଲ୍ମ ‘୮୩’ରେ ନଜର ଆସିବେ । ଏହି ଫିଲ୍ମ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More