Only for Entertainment

କୁଇନ୍ କଙ୍ଗନା ରଣାୱତଙ୍କୁ ମିଳିଲା ଭୋଗ ବିୟୁଟି ଅଫ୍ ଦ ଇୟର୍ ସମ୍ମାନ !

instagram
0 31

ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଗ୍ଲାମରସ୍ ଆୱାର୍ଡ – ଭୋଗ୍ ବିୟୁଟି ଆୱାର୍ଡ- ୨୦୧୮ । ଏହି ଅବସରରେ ଭୋଗ ବିୟୁଟି ଅଫ୍ ଦ ଇୟର୍ ସମ୍ମାନ ହାତେଇଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ମଂଚ ଉପରେ ଏହି ସମ୍ନାନ ହାତେଇଛନ୍ତି କଙ୍ଗନା ।

ଏହି ଅବସରରେ କଙ୍ଗନା ରେଡ କଲରର ଏକ ଅଫ ସୋଲଡର୍ ଗାଉନରେ ନଜର ଆସିଥିଲେ । ଆଉ ବିୟୁଟି ଅଫ ଦ ଇୟର୍ ସମ୍ମାନ ହାତେଇ ବେଶ ଖୁସି ଥିବା କଙ୍ଗନା ଏହି ଅବସରରେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More