Only for Entertainment

ରିଲିଜ ହେଲା ରେସ-୩ର ଟ୍ରେଲର । ୧୫ଘଂଟା ମଧ୍ୟରେ ଲକ୍ଷ ଲକ୍ଷ ଭ୍ୟୁଜ ହୋଇସାରିଲାଣି ।

race3
0 37

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ରେସ-୩ର ଟ୍ରେଲର ଗତକାଲି ରିଲିଜ ହୋଇଯାଇଛି । ଆକ୍ସନ ସହ ଦମଦାର ଡାୟଲଗରେ ଭରପୂର ସଲମାନ ଖାନଙ୍କ ଏହି ଫିଲ୍ମ ଟ୍ରେଲର ଦର୍ଶକ ଖୁବ ପସନ୍ଦ କରିଥିବା ନଜରକୁ ଆସିଛି । ଟ୍ରେଲରକୁ ଦର୍ଶକ ମାନେ ଏତେ ଭଲପାଇଛି ଯେ ଏବେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେ ରହିଛି ଏହି ଭିଡିଓ । ଦେଖନ୍ତୁ ଭିଡିଓ-

୧୫ଘଂଟା ପୂର୍ବେ ରିଲିଜ ହୋଇଥିବା ଏହି ଟ୍ରେଲରକୁ ଦର୍ଶକ ମାନେ ଖୁବମାତ୍ରାରେ ପସନ୍ଦ କରିଛନ୍ତି,ଏହି କାରଣରେୁ ଖୁବ କମ ସମୟ ମଧ୍ୟରେ ଟ୍ରେଲର ମିଲିୟନରୁ ଉଦ୍ଧ୍ୱର୍ ଭ୍ୟୁଜରେ ହୋଇସାରିଲେଣି । ଟ୍ରେଲରଟି ସଲମାନ ଖାନଙ୍କ ଅଫିସିୟଲ ୟୁଟ୍ୟୁବ ଚ୍ୟାନେଲ ସଲମାନ ଖାନ ଫିଲ୍ସ ଦ୍ୱାରା ସେୟାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More