Only for Entertainment

ଘନିଷ୍ଠ ବନ୍ଧୁକୁ ଫେସବୁକରେ ଶୁଭକାମନା ଜଣାଇଲେ ରଚନା ବାନାର୍ଜୀ

facebook
119

ଓଡ଼ିଆ ସିନେମା ଜଗତରେ ରଚନା ବାନାର୍ଜୀ ଜଣେ ଅତି ଜଣାଶୁଣା ପରିଚିତ ଚେହେରା । ତାଙ୍କର ପ୍ରତ୍ୟେକଟି ଚରିତ୍ରକୁ ଆଜି ମଧ୍ୟ ଦର୍ଶକ ମନେ ପକାନ୍ତି । ଯଦିଓ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ରଚନା ନିଜକୁ ଦୂରେଇ ରଖିଛନ୍ତି ତଥାପି ତାଙ୍କର ପ୍ରତ୍ୟେକଟି ପୁରୁଣା ଫିଲ୍ମ ଦର୍ଶକଙ୍କ ହୃଦୟରେ ଆଜି ମଧ୍ୟ ଜୀବିତ । ଆଜି ମଧ୍ୟ ସିଦ୍ଧାନ୍ତ-ରୁଚନାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ଝୁରୁଛନ୍ତି ଦର୍ଶକ । ସେ ଯାହା ହେଉ ଯଦିଓ ଫିଲ୍ମରେ ରଚନାଙ୍କୁ ଆଉ ଦେଖିବାକୁ ମିଳୁନାହିଁ ତଥାପି ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଅଧିକାଂଶ ସମୟରେ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି ।

 

ଆଜି ବଙ୍ଗାଳୀ ଆକ୍ଟର ପ୍ରୋସନଜିତ ଚାଟାର୍ଜୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଫଟୋ ଶେୟାର କରି ରଚନା ତାଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । ଯେଉଁଥିରେ ସେ କ୍ୟାପ୍ସନରେ ୨୩ ବର୍ଷର ବନ୍ଧୁତା ବିଷୟରେ ଲେଖିଛନ୍ତି । ତେବେ ପ୍ରୋସନଜିତଙ୍କ ଜନ୍ମଦିନରେ କନକ ଲାଇଫଷ୍ଟାଇଲ ଟିମ ତରଫରୁ ହାର୍ଦ୍ଦିକ ଶୁଭେତ୍ସା ଓ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More