Only for Entertainment

ପରିବାର ସହିତ ଖୁବ ମସ୍ତି କରୁଥିବାର କରୁଥିବାର ନଜର ଆସିଲେ ରଚନା ବାନାର୍ଜୀ, ଦେଖନ୍ତୁ ଫଟୋ

google
200

ଅଭିନେତ୍ରୀ ରଚନା ବାନାର୍ଜୀ ନିକଟରେ ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଚନା ପରିବାର ସହିତ ଖୁବ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି । ରଚନାଙ୍କ ପୂରା ପରିବାର ତାଙ୍କ ମାଉସୀଙ୍କ ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ଏକାଠି ହୋଇଥିଲେ । ଫଟୋରେ ରଚନାଙ୍କ ସହିତ ପରିବାର ବଣ୍ଡିଂ ଦେଖିବାକୁ ମିଳିଛି । ଫ୍ୟାନ୍ସଙ୍କୁ ରଚନାଙ୍କ ଏହି ଫଟୋ ଖୁବ ପସନ୍ଦ ମଧ୍ୟ ଆସିଛି । ଦେଖନ୍ତୁ ଫଟୋ-

କହିରଖୁଛୁ ଯେ , ଅଭିନେତ୍ରୀ ଏବେ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ଏହି ଫ୍ୟାନ୍ସଙ୍କ ସହିତ ନିଜର ପ୍ରତ୍ୟେକ ସ୍ପେଶାଲ ମୁହୂର୍ତ୍ତଙ୍କୁ ସେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More