Only for Entertainment

ଦର୍ଶକଙ୍କ ପାଇଁ ନୂଆ ଭେଟି ଆଣିଲା ରେଡିଓ ଚକଲେଟ । ବିଦେଶୀ ଷ୍ଟାଇଲରେ ଦେଶୀ ଧମାକା । ଦେଖନ୍ତୁ ଭିଡିଓ ।

youtube
0 80

ବଲିଉଡରେ ତ ଖୁବ ପାର୍ଟି ଗୀତ ଶୁଣିବାକୁ ମିଳିଥାଏ । ସେଥିପାଇଁ ତାହାର ଚାହିଦା ମଧ୍ୟ ଖୁବ ଅଧିକ । କିନ୍ତୁ ଯଦି ଓଡ଼ିଆରେ ମଧ୍ୟ ବଲିଉଡ ଭଳି ଗୀତ ଶୁଣିବାକୁ ମିଳିଯାଏ ତେବେ ମନ ଉତଫୁଲ୍ଲି୍ତ ହୋଇଯାଏ । କାରଣ ବିଦେଶୀ ଷ୍ଟାଇଲରେ ଦେଶୀ ଗୀତର ଧମାକା ଖୁବ ନିଆରା । ତେବେ ନିକଟରେ ଓଲିଉଡରେ ମଧ୍ୟ ସେହିଭଳି ଏକ ଗୀତ ‘ଦେଲୁ ନାଗିନ ଡ୍ୟାନ୍ସ ନଚେଇ’ର ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ଯୁବପିଢିଙ୍କ ପାଇଁ ଏହା ଖୁବ ପ୍ରଯୁଜ୍ୟ । ଏହାକୁ କେବଳ ବାହାଘରରେ ନୁହେଁ ବରଂ ପାର୍ଟିରେ ମଧ୍ୟ ଶୁଣିପାରିବେ ଏବଂ ତାହାର ମଜା ନେଇପାରିବେ ।

ତେବେ ଶଶାଙ୍କ ଏବଂ ରୋଜାଲିନ ଏହି ଗୀତକୁ ଗାଇଥିବା ସମୟରେ ଲିରିକ୍ସ ଦେଇଛନ୍ତି ଡଃ.ନିର୍ମଳ ନାୟକ ଏବଂ ମ୍ୟୁଜିକ ଦେଇଛନ୍ତି ସୁମିତ୍ରା ପଲାଇ ।  କ୍ରିଏଟିଭ ସୁପଭିଜନ ଭାବେ ସଂଗ୍ରାମ ମିଶ୍ର କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More