Only for Entertainment

ରେଡିଓ ଚକଲେଟ ପ୍ରସ୍ତୁତ କରିଛି, ମସ୍ତିଭରା ଡ୍ୟାନ୍ସ ଗୀତ –‘ଚୁମା’, ଶୁଣନ୍ତି !

32

ଓଡ଼ିଶାର ନମ୍ବର ୱାନ୍ ଏଫ୍ ଏମ୍ ରେଡିଓ ଚକଲେଟ ପ୍ରସ୍ତୁତ କରିଛି, ମସ୍ତିଭରା ଡ୍ୟାନ୍ସ ଗୀତ –‘ଚୁମା’, ଯାହା ସେପ୍ଟେମ୍ବର ୬ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୪ଟାରେ ମୁକ୍ତିଲାଭ କରିସାରିଛି । ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ, କଣ୍ଠ ସତ୍ୟଜିତ ପ୍ରଧାନ ଓ ସଙ୍ଗୀତ ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା ।

ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍ଲେଟ୍ ୧୦୪ଏଫ୍.ଏମ୍.ରେ ଶୁଣିପାରିବେ । ରେଡିଓ ଚକଲେଟ ୟୁଟ୍ୟୁବ ପେଜ୍ ଏହାର ଷ୍ଟୁଡ଼ିଓ ଭର୍ସନ ଦେଖିପାରିବେ । ଡିଓପି ସନ୍ତୋଷ ସାହୁ କରିଥିଲା ବେଳେ ଭିଜୁଆଲ ଏଡିଟିଙ୍ଗ୍ କୁମାର ଅରୁଣ କରିଛନ୍ତି । ଶ୍ରୋତାମାନେ ରେଡିଓ ଚକଲେଟ ଆପ୍ରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟ ୧୦୪ଏଫ୍.ଏମ୍.ର ଆପ୍ ଗୁଗଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଷ୍ଟୋର୍ରୁ ଡାଉନ୍ଲୋଡ କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More