Only for Entertainment

କରୀନା ହେଲେ ରେଡ଼ିଓ ଜକି,ଶୋ ପ୍ରମୋରେ ନଜର ଆସିଲା ବିନ୍ଦାସ ଲୁକ ।

bollywood tadka
34

ଫିଲ୍ମରେ ଜବରଦସ୍ତ ଅଭିନୟ କରିବା ପରେ କରୀନା କପୁର ଖାନ ଖୁବ ଶୀଘ୍ର ଏକ ରେଡ଼ିଓ ଷ୍ଟେସନରେ ରେଡ଼ିଓ ଜକି ଭାବରେ ନଜର ଆସିବେ ।

ନିକଟରେ ଶୋ’ର ପ୍ରଥମ ପ୍ରମୋ ରିଲିଜ ହୋଇ ସାରିଛି ।ସାମ୍ନାକୁ ଆସିଥିବା ପ୍ରମୋରେ କରୀନା ବିନ୍ଦାସ ଲୁକରେ ନଜର ଆସିଛନ୍ତି । ଆରଜେ ଭାବରେ କରୀନାଙ୍କ ଗଜବ କନଫିଡେନ୍ସ ନଜର ଆସିଛି ।ଶୋ ନାମ ହେଉଛି ହ୍ୱାଟ ଓିମେନ ୱାଟ ।

 

ଏହା ମହିଳାଙ୍କ ଉପରେ ଆଧାରିତ । ମହିଳାଙ୍କ ସହିତ ଜଡ଼ିତ କିଛି ସାଧାରଣ କଥାକୁ ଏହି ଶୋ ମାଧ୍ୟମରେ ଆଲୋଚନା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More