Only for Entertainment

ଟ୍ୱିଟର ଜରିଆରେ ରାହୁଲଙ୍କ ପ୍ରହାର, ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇଲେ କିଛି !

bollywoodlife
0 53

ଦେଶରେ ଲଗାତାର ପେଟ୍ରୋଲ, ଡିଜେଲ ଦର ବଢିବା ପରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଚିନ୍ତା ଦେଖିବାକୁ ମିଳିଛି । ଏହି ମଧ୍ୟରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କହିଛନ୍ତି । ସେ ଆରୋପ ଲଗାଇଛନ୍ତି ଯେ ଇନ୍ଧନ ଦର କାରଣରୁ ଗରୀବ ଏବଂ ମଧ୍ୟମ ବର୍ଗର ଲୋକମାନେ ଖୁବ ହଇରାଣ ହେଉଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ନିଜ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖା ଅଛି ‘ଭୂଲ ସୂଚନାର ରାଜା’ । ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରାଯାଇଛି । ସେହି ଭିଡିଓରେ ପ୍ରଧାନମନ୍ତ୍ରୀ କହିଛନ୍ତି ପେଟ୍ରୋଲ ଡିଜେଲା ଦର କମିଲା ଆପଣମାନଙ୍କ ପକେଟରେ ଟଙ୍କା ଆସିଲା କି ନାହିଁ ।

ଏହାପରେ ସଲମାନ ଖାନ ଜୋରରେ ହସୁଥିବା ନଜର ଆସିଥିଲେ । ଏହି ଭିହିଓକୁ ଦେଖି ଲାଗୁଛି ପ୍ରଧାନମନ୍ତ୍ରୀ ଅନ୍ୟ କୌଣସି ଦେଶ ବିଷୟରେ କହୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ କିଛି ଦିନ ହେବ ପେଟ୍ରୋଲ ଦର ସାଢେ ଚାରି ବର୍ଷରୁ ଅଧିକ ବଢିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More