Only for Entertainment

Rajinikanth Petta Teaser: ରଜନୀକାନ୍ତଙ୍କ ୨.୦ ପରେ ନୂଆ ଧମାକା, ଡ୍ୟାସିଂ ଅନ୍ଦାଜରେ ନଜର ଆସିଲେ ଥଲାଇବା !

27

ସୁପରଷ୍ଟାର ରଜନୀକାନ୍ତଙ୍କର ୬୮ତମ ଜନ୍ମ ମଉକାରେ ତାଙ୍କର ଅପକମିଂ ଫିଲ୍ମ ପେଟା’ର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର ଜରିଆରେ ତାଙ୍କୁ ଟ୍ରିବ୍ୟୁଟ କରାଯାଇଛି । ରଜନୀକାନ୍ତ ନିଜ ଫିଲ୍ମରେ ପୁଣିଥରେ ଗ୍ୟାଙ୍ଗଷ୍ଟର ଭାବେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ନୂଆ ଲୁକ ଦେଖିବା ପରେ ଆପଣ ମଧ୍ୟ ଥଲାଇବାଙ୍କ ଫ୍ୟାନ ହୋଇଯିବେ । ଏହି ଟିଜରରେ କୌଣସି ଡାଏଲଗ ନାହିଁ ମାତ୍ର ଥଲାଇବାଙ୍କୁ ଦେଖିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ ।

ଏହି ଫିଲ୍ମ କାର୍ତ୍ତିକ ସୁବାରାଜ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ନବାଜୁଦ୍ଦିନ ସିଦ୍ଦିକି, ସିମରନ, ମାଲବିକା ମୋହନନ, ମେଘା ଆକାଶ,  ବିଜୟ ସେତୁପତି ଏବଂ ତୃଷା ଭଳି ବଡ କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More