Only for Entertainment

ବିବାହ କରି ପଶ୍ଚାତାପ କରୁଛନ୍ତି ରାକ୍ଷୀ ସାୱନ୍ତ! ବିବାହ ନକରିବା ପାଇଁ ବାରମ୍ବାର ଦେଲେ ପରାମର୍ଶ

45

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ରାକ୍ଷୀଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ରାକ୍ଷୀ ଖୁବ ଦୁଃଖି ନଜର ଆସିଛନ୍ତି ।

 

 

View this post on Instagram

 

A post shared by Rakhi Sawant (@rakhisawant2511) on

 

View this post on Instagram

 

A post shared by Rakhi Sawant (@rakhisawant2511) on

ଭିଡ଼ିଓରେ ରାକ୍ଷୀ ବାରମ୍ବାର କହୁଛନ୍ତି ବିବାହ କରନ୍ତୁ ନାହିଁ । ରାକ୍ଷୀଙ୍କ ଏହି ଭିଡ଼ିଓ ଦେଖିବା ପରେ ସମସ୍ତେ କହୁଛନ୍ତି ରାକ୍ଷୀ ବିବାହ କରି ଠିକ ନାହାଁନ୍ତି । କହିରଖୁଛୁ ଏହା ପୂର୍ବରୁ ମଧ୍ୟ ରାକ୍ଷୀଙ୍କର ଏଭଳି ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଦୁଃଖି ଥିବା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More