କପିଲଙ୍କୁ ଏହିଭଳି ଶୁଭେତ୍ସା ଜଣାଇଲେ ରାକ୍ଷୀ ସାୱନ୍ତ,ଭିଡ଼ିଓ ଭାଇରାଲ ।
କପିଲ ଏବଂ ଗିନିଙ୍କ ବିବାହ ଗତକାଲି ସମାପ୍ତ ହୋଇଯାଇଛି । ଯାହାର ପ୍ରଥମ ଲୁକ ଆମେ ଆଜି ଆପଣଙ୍କ ସହିତ ଶେୟାର କରିଛୁ । ତେବେ ଏହି ମଧ୍ୟରେ ରାକ୍ଷୀଙ୍କର ଏକ ଭିଡ଼ିଓ ଭାଇଣାଲ ହେଉଛି,ଯେଉଁଥିରେ ରାକ୍ଷୀ କପିଲଙ୍କୁ ଶୁଭେତ୍ସା ଜଣାଉଥିବାର ନଜର ଆସିଛି । ସବୁଠାରୁ ଖାସ କଥା ହେଉଛି ଗତକାଲି ଈଶା ଅମ୍ବାନୀଙ୍କର ମଧ୍ୟ ବିବାହ ଥିଲା,ଯେଉଁଥିପାଇଁ ସମସ୍ତ ସେଲିବ୍ରେଟୀ ସେଠାରେ ପହଂଚିଥିଲେ । କିନ୍ତୁ କପିଲଙ୍କୁ ବିବାହକୁ ସମସ୍ତେ ଆସିପାରିନଥିଲେ । ଏହି କାରଣରୁ ରାକ୍ଷୀ ଏକ ଭିଡ଼ିଓ ଜାରି କରିଛନ୍ତି ଏବଂ ସେଥିରେ କହୁଛନ୍ତିଯେ କପିଲ ତୁମେ ଚିନ୍ତା କରନାହିଁ ସମସ୍ତ ସେଲିବ୍ରେଟୀ ଈଶା ଅମ୍ବାନୀଙ୍କ ବିବାହକୁ ଚାଲି ଯାଇଛନ୍ତି,ତେଣୁ ଆମେ ସମସ୍ତ କମେଡ଼ିଆନ ତୁମ ବିବାହକୁ ଯିବୁ ଏବଂ ଖୁବ ଡ୍ୟାନ୍ସ କରିବୁ । ମୁଁ ମଧ୍ୟ ଖୁବ ଡ୍ୟାନ୍ସ କରିବି ।
View this post on Instagram
ତେବେ ରାକ୍ଷୀଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭାଇରାଲ ହେବ ନାହିଁ କିପରି । ଡ୍ରାମା କୁଇନ ଏକ ଭିଡ଼ିଓ ପୋଷ୍ଟ କରିବେ ଏବଂ ତାହା ଭାଇରାଲ ହେବ ନାହିଁ ଏଭଳି କେବେ ମଧ୍ୟ ହୋଇନାହିଁ ।