ଜାଣନ୍ତୁ ଏବେ କେଉଁଠାରେ ଅଛନ୍ତି ରାମାନନ୍ଦ ସାଗରଙ୍କ ରାମାୟଣର ରାମ-ସୀତା ଓ ଲକ୍ଷ୍ମଣ?
ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି, ଯାହାକୁ ସାରା ଦେଶବାସୀ ଉତ୍ସାହର ସହିତ ଶୁଣିବା ପାଇଁ ଅପେକ୍ଷା କରିଥିଲେ । ଏହି ମୁହୂର୍ତ୍ତରେ ଆମେ ଆପଣଙ୍କୁ ରାମାନନ୍ଦ ସାଗରଙ୍କ ରାମାୟଣର ସେହି ଚରିତ୍ର ମାନଙ୍କ ବିଷୟରେ ମନେ ପକାଇବୁ ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ।
୧୯୮୬ରୁ ୧୯୮୮ ମଧ୍ୟରେ ପ୍ରସାରିତ ହୋଇଥିବା ଏହି ଧାରାବାହିକରେ ଲୋକ କଳାକାର ମାନଙ୍କ ବାସ୍ତବ ନାମ ପରିବର୍ତ୍ତେ ଚରିତ୍ରରେ ଥିବା ନାମ ଭାବରେ ଜାଣନ୍ତି ଏବଂ ମନେ ପକାନ୍ତି । ଏହା ଖୁବ ଲୋକପ୍ରିୟତା ହାସଲ କରିଥିଲା ।