Only for Entertainment

ହାପି ବର୍ଥଡେ ରୋବର୍ଟ: ୫ଟି ଆଇରନ ମ୍ୟାନ ଦୃଶ୍ୟ ପ୍ରମାଣିତ କଲା ଯାହା ଆଉ କେହି କରିପାରିନଥାନ୍ତେ ।

hindustantimes
42

ଆଜି ହେଉଛି ହଲିଉଡ ଆକ୍ଟର ବା ଆଇରନ ମ୍ୟାନ ରୋବର୍ଟ ଡନି ଜେ.ଆରଙ୍କ ଜନ୍ମଦିନ । ତେବେ ଆଜି ତାଙ୍କଜନ୍ମଦିନରେ ଚାଲନ୍ତୁ ଆଲୋଚନା କରିବା ଏକ ଖାସ କଥା ।

କ’ଣ ଆପଣ ଜାଣନ୍ତି କି ଫିଲ୍ମ ଆଇରନ ମ୍ୟାନରେ ରୋବର୍ଟ ଡନି ଜେ.ଆର ଅଭିନୟ କରନ୍ତୁ ଏହା ମାର୍ବେଲ ଚାହୁଁନଥିଲେ । ଏହା ହୁଏତ କଳ୍ପନା କରିବା ପାଇଁ ଅବିଶ୍ୱସନୀୟ ହୋଇପାରେ କିନ୍ତୁ ଏହା ସତ । କିନ୍ତୁ ଏହା ମଧ୍ୟ ସତ୍ୟଯେ ଏହି ଫିଲ୍ମରେ ସେ ଖୁବ ପ୍ରଶଂସା ସାଉଁଟିଛନ୍ତି ଏବଂ ଦର୍ଶକଙ୍କର ଖୁବ ନିକଟତର ହୋଇଛନ୍ତି । ଏହି ଫିଲ୍ମ ପାଇଁ ୨୦୦୦ ମସିହାରେ ଖୁବ ପ୍ଲାନ କରାଗଲା, କିନ୍ତୁ ସେହି ସମୟରେ ଅନ୍ୟ ଏକ କାମରେ ବ୍ୟସ୍ତ ଥିଲେ ରୋବର୍ଟ । କିନ୍ତୁ ନିର୍ଦ୍ଦେଶକ ଜନ ଫବ୍ରିୟୁ ତାଙ୍କୁ ରାଜି କରାଇଲେ ଏବଂ କହିଲେ ସେ ହିଁ ଜଣେ ବ୍ୟକ୍ତି ଯିଏ ଏହି କାମ କରିପାରିବେ ।

୧୦ ବର୍ଷରୁ ଅଧିକ ଏବଂ ୭ଟି ବ୍ଲକବଷ୍ଟର ଫିଲ୍ମ ଦେବାପରେ ରୋବର୍ଟ ଆଭେଂଜର୍ସ: ଦ ଇନଫିନିଟି ୱାର, ପାଇଁ ୧୦୦ ମିଲିୟନ ଡଲାର ନେଇଛନ୍ତି । ତେବେ ଏହା ସମସ୍ତେ ଜାଣିପାରିଛନ୍ତିଯେ ରୋବର୍ଟ ଖୁବ ଟ୍ୟାଲେଂଟେଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More