Only for Entertainment

ମର୍ଦ୍ଦାନୀ ଟୁ’ର ସୁଟିଂ ଆରମ୍ଭ, ପୁଣିଥରେ ପାଲିସ ଚରିତ୍ରରେ ନଜର ଆସିବାକୁ ପ୍ରସ୍ତୁତ ରାନୀ ।

bollywood tadka
28

୨୦୧୪ରେ ରିଲିଜ ହୋଇଥିବା ରାନୀଙ୍କ ଅଭିନୀତ ଫିଲ୍ମ ମର୍ଦ୍ଦାନୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମରେ ସେ ଏକ ସାହସୀ ପୋଲିସ ଚରିତ୍ରରେ ନଜର ଆସିଥିଲେ । ଏବେ ଏହାର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି ।

ୟଶରାଜ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । କ୍ଲାପରବୋର୍ଡ଼ରେ ଏକ ଫଟୋ ଶେୟାର କରି କ୍ୟାପ୍ସନରେ ଏହାର ସୂଚନା ଦିଆଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ଗୋପୀ ପନ୍ଥୁନ । ଫିଲ୍ମ ବର୍ଷର ଶେଷ ସମୟକୁ ରିଲିଜ ହେବ । ଗୋପି ମଧ୍ୟ ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି ।

କହିରଖୁଛୁଯେ ଆଦିତ୍ୟ ଚୋପ୍ରାଙ୍କଦ୍ୱାରା ନିର୍ମିତ ହିୀଚକୀ ପରେ ଏହା ହେବ ଆଗାମୀ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More