Only for Entertainment

ବେଷ୍ଟ ଡେବ୍ୟୁଟାଂଟ ଆକ୍ଟ୍ରେସ ଆୱାର୍ଡ଼ରେ ସମ୍ମାନିତ ହେଲେ ରାନୀ

KANAKLIFESTYLE
28

ନିକଟରେ ଅୟୋଜିତ ହୋଇ ସାରିଛି ସ୍ପନ୍ଦନ ଷ୍ଟାର ଓଲିଉଡ ଆୱାର୍ଡ଼ । ଯେଉଁଠାରେ ଯୋଗ ଦେଇଥିଲେ ଏକାଧିକ ତାରକା । ତେବେ ଏମାନଙ୍କ ମଧ୍ୟରେ ସାମିଲ ଥିଲେ ଆଲବମ କ୍ୱିନ ବା ନବାଗତା ନାୟିକା ରାନୀ ପ୍ରିୟଦର୍ଶିନୀ । ରାନୀଙ୍କୁ ଫିଲ୍ମ କଟିପତଙ୍ଗ ପାଇଁ ବେଷ୍ଟ ଡେବ୍ୟୁଟାଂଟ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ଯାହାପରେ କାର୍ଯ୍ୟକର୍ତ୍ତାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବାକୁ ଭୁଲି ନାହାଁନ୍ତି ରାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More