Only for Entertainment

ବିବାହ ପରେ ଦୀପିକା କହିଲେ ସ୍ୱଭାବରେ ରଣବୀର ବିଲକୁଲ ଛୋଟ ପିଲାଙ୍କ ଭଳି ।

aajtak
24

ରଣବୀର ଏବଂ ଦୀପିକାଙ୍କ ବିବାହ ସରିଯାଇଛି ।ନିକଟରେ ଏକ ଇଂଟରଭ୍ୟୁରେ ଦୀପିକା ରଣବୀରଙ୍କ ସ୍ୱଭାବ ବିଷୟରେ କହିଛନ୍ତି ।

ବିବାହ ପରେ ଜିକ୍ୟୁ ମାଗାଜିନକୁ ଇଂଟରଭ୍ୟୁ ଦେଉଥିବା ସମୟରେ ଦୀପିକା ତାଙ୍କ ଭବିଷ୍ୟତ ପ୍ଲାନିଙ୍ଗ ବିଷୟରେ କହିଛନ୍ତି ।ଏହା ବ୍ୟତୀତ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲାଯେ ରଣବୀରଙ୍କ ସ୍ୱଭାବ କେଉଁଭଳି ସେ କହିଲେଯେ ରଣବୀର ଖୁବ ସମ୍ପେଦନଶୀଳ,ଖୁବ ଭାବୁକ,ବୁଦ୍ଧିମାନ ଏବଂ କେବେ କେବେ ଛୋଟ ପିଲାଙ୍କ ଭଳି ମଧ୍ୟ ବ୍ୟବହାର କରନ୍ତି । ଏହାର ଅର୍ଥ ନୁହେଁଯେ ତାଙ୍କ ମଧ୍ୟରେ ଥିବା ଚଂଚଳତା ଶକ୍ତି ତାଙ୍କର ବ୍ୟକ୍ତିତ୍ୱର ଭାଗୀଦାର ନୁହେଁ,କିନ୍ତୁ ତାଙ୍କ ଶାନ୍ତ ସ୍ୱଭାବ ଗୁଣ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ପରିଚୟ ।ତେବେ ଆଗାମୀ ଦିନ କଥା ପଚାରିବାରୁ ସେ କହିଲେଯେ ଏବେ ତାଙ୍କୁ ଘର ଏବଂ ସୁଟିଂ ଉଭୟକୁ ସମ୍ଭାଳିବାକୁ ହେବ ଯାହା ଖୁବ କଷ୍ଟକର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More