Only for Entertainment

ଫ୍ୟାଶନ ଶୋ’ରେ କ’ଣ କହିଲେ ରଣବୀର?ଦୀପିକା ବ୍ଲଶ କରିବାକୁ ଲାଗିଲେ ।

bollywood tadka
0 62

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମନୀଷ ମଲହୋତ୍ରାଙ୍କ ପାଇଁ ର୍ୟାଂପ କରୁଥିବାର ନଜର ଆସିଥିଲେ । ଦୁଇଜଣଙ୍କ କେମେଷ୍ଟ୍ରିକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରିଥିଲେ । ଶୋ’ପରେ ଦୁଇ ଜଣ ମିଡିଆ ସହିତ କଥା ମଧ୍ୟ ହୋଇଥିଲେ ।


ନିକଟରେ ସୋସିଆଲ ମିଡିଆରେ ରଣବୀର କପୁର ଏବଂ ଦୀପିକାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ଦୀପିକାଙ୍କୁ କିଛି କହୁଥିବାର ନଜର ଆସିଛନ୍ତି ଏବଂ ଦୀପିକା ତାହା ଶୁଣି ବ୍ଲଶ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More