Only for Entertainment

ସାମ୍ନାକୁ ଆସିଲା ରଣବୀର ଦୀପିକାଙ୍କ ରିସେପସନ ଏଂଟ୍ରି ଭିଡ଼ିଓ ।

instagram
34

ବଲିଉଡର ହଟ କପଲ ରଣବୀର ଏବଂ ଦୀପିକାଙ୍କ ବିବାହ କାର୍ଯ୍ୟ ଦୁଇଟି ରୀତିନୀତିରେ ଦୁଇ ଦିନରେ ସମାପ୍ତ ହୋଇଛି । ଫଟୋ ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକ ଶେଷରେ ଦୁଇ ଜଣଙ୍କ ବିୟୁଟିଫୁଲ ଫଟୋକୁ ଦେଖିବାକୁ ପାଇଥିଲେ । କାରଣ ରଣବୀର ଏବଂ ଦୀପିକା ପରସ୍ପର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ନିକଟରେ ବାଙ୍ଗାଲୁରରେ ହୋଇଥିବା ରିସେପସନର କିଛି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଏହି କପଲ ରୟାଲ ଲୁକରେ ନଜର ଆସିଛନ୍ତି । ଯାହାର ଭିଡ଼ିଓ ଆମେ ଆପଣଙ୍କ ସହିତ କିଛି ସମୟ ପୂର୍ବରୁ ଶେୟାର କରିଥଲୁ । ଏବେ ଠିକ ସେହିଭଳି ଅନ୍ୟ ଏକ ଭିଡ଼ିଓ ମଧ୍ୟ ନଜର ଆସିଛି । ଯାହାକୁ ଇଂଷ୍ଟାଗ୍ରାମରେ ଶେୟାର କରାଯାଇଛି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ କିପରି ରଣବୀର ଏବଂ ଦୀପିକା ହୋଟେଲ ମଧ୍ୟକୁ ପ୍ରବେଶ କରୁଛନ୍ତି ।

 

 

View this post on Instagram

 

The grand entry of two beautiful souls #deepikapadukone and #ranveersingh #deepveerkishaadi

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More