Only for Entertainment

ଟାଇଫଏଡରେ ପିଡ଼ିତ ରଣବୀର କପୁର,ଖାଦ୍ୟ ଛାଡ଼ିବାରୁ ରୋଗଗ୍ରସ୍ତ ।

twitter.com
0 66

ବଲିଉଡ ତାରକା ଣଣବୀର କପୁରଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସୂଚନା ମିଳିଛି । ମେଡିକଲ ରିପୋର୍ଟ ଅନୁସାରେ ତାଙ୍କୁ ଟାଇଫଏଡ ହୋଇଛି । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର କାରଣ ହେଉଛି ଫିଲ୍ମ ବ୍ରହ୍ମାସ୍ତ୍ରରେ ପ୍ରଚୁର ମାତ୍ରାରେ ଡାଇଟିଙ୍ଗ । ବାସ୍ତବରେ ଗତ କିଛି ଦିନ ହେବ ଫିଲ୍ମ ସୁଟିଂ ପାଇଁ ସେ ଷ୍ଟ୍ରିକ୍ଟ ଡାଇଟିଙ୍ଗରେ କରୁଥିଲେ ।

ଏକ ମିଡିଆ ରିପୋର୍ଟ ଅନୁସାରେ ରଣବୀରଙ୍କୁ ଏବେ ବେଡିକଲ ଡାଇଟ ଫଲୋ କରିବାକୁ ପଡ଼ିବ । ତେବେ ତାଙ୍କ ଖରାପ ସ୍ୱାସ୍ଥ୍ୟ ହେତୁ ଏକ କାର୍ଯ୍ୟକ୍ରମକୁ ଘୁଂଚାଇ ଦିଆଯାଇଛି ।

 

ରଣବୀର ତାଙ୍କ କୋ ଷ୍ଟାର ଏବଂ ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନଙ୍କ ସହିତ ଏକ ଫ୍ୟାଶନ ଶୋ’ା ଭାଗୀଦାର ହେବାକୁ ଯାଉଥିଲେ । କିନ୍ତୁ ତାହାକୁ ଏବେ ରବ୍ଦ କରାଯାଇଛି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ଖରାପ ଥିବା କଥା କହି ଦୀପିକା ମଧ୍ୟ କାର୍ଯ୍ୟକ୍ରମକୁ ଯିବାକୁ ମନା କରି ଦେଇଛନ୍ତି । ତେବେ ଜଣାପଡ଼ୁଛି ଏବେ ଲମ୍ବା ବ୍ରେକ ପରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More