Only for Entertainment

ଗଲିବୟ ସ୍କ୍ରିନିଂରେ ରଣବୀର ଏବଂ ଆଲିଆଙ୍କ ଷ୍ଟାଇଲିସ ଲୁକ, ଦେଖନ୍ତୁ !

27

ନିଜ ଆଗାମୀ ଫିଲ୍ମ ଗଲ୍ଲି ବୟର ପ୍ରମୋସନରେ ବ୍ୟସ୍ତ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ସିନେମା ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ନିକଟରେ ରଣବୀର୍, ଆଳିଆ ଓ ଜୋୟା ଏକାଠି ଗଲ୍ଲି ବୟକୁ ପ୍ରମୋଟ୍ କରିବାରେ ନଜର ଆସିଥିଲେ ।

ଯେଉଁଠି ରଣବୀରଙ୍କୁ ଏକ ପ୍ରିଂଟେଡ୍ ସାର୍ଟ ପ୍ୟାଂଟ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହା ସହ ମୁଣ୍ଡରେ ହ୍ୟାଟ୍ ପିନ୍ଧିଥିଲେ ରଣବିର । ଏହାସହ ଆଲିଆ ଭଟ୍ଟଙ୍କୁ ରେନ୍ବୋ ଡିଜାଇନ୍ ପ୍ରିଂଟେଡ୍ ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More