Only for Entertainment

‘ସରକାଇ ଲୋ ଖଟିଆ’ ଜମେଇକି ଝୁମିଲେ ରଣବୀର-କରୀଶ୍ମା, ଭିଡିଓ ମଚାଇଲେ ଧମାଲ !

24

ବଲିଉଡ ସୁନ୍ଦରୀ କରୀଶ୍ମା କପୂର ଗତକାଲି ନିଜର ୪୫ତମ ଜନ୍ମଦିବସ ପାଳନ କରିଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡ ତାରକା ମାନେ ଶୁଭେଚ୍ଛାର ସୁଅ ଛୁଟାଇଥିଲେ , ସେହିପରି କରୀଶ୍ମା ଫ୍ୟାନ୍ସମାନଙ୍କ ପାଇଁ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ କେବଳ ସେ ନୁହଁନ୍ତି ବରଂ ଭିଡିଓରେ ତାଙ୍କ ସହ ରଣବୀର ସିଂ ନଜର ଆସିଛନ୍ତି । ଏହି ଭିଡିଓରେ ସେ ପପୁଲାର ଗୀତ ‘ସରକାଇ ଲୋ ଖଟିଆ’ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।


ଏଠାରେ ଆମେ କହି ରଖୁଛୁ ଯେ ମିଡିଆରେ ଏହି ଭିଡିଓକୁ ଜବରଦସ୍ତ ରେସପନ୍ସ ମିଳିବାରେ ଲାଗିଛି । ୧୯୯୪ରେ ଆସିଥିବା ଗୋବିନ୍ଦା, କାଦର ଖାନ ଏବଂ କରୀଶ୍ମା କପୁରଙ୍କ ଫିଲ୍ମ ‘ରାଜା ବାବୁ’ ଗୀତରେ ‘ସରକାଇ ଲୋ ଖଟିଆ’ଖୁବ ପପୁଲାର ମଧ୍ୟ ହୋଇଥିଲା ଏବଂ ଏହି ଗୀତର କ୍ରେଜ ଆଜି ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More