Only for Entertainment

ଭିଡ଼ିଓରେ ନଜର ଆସିଲା ରଣବୀରଙ୍କ ଭିନ୍ନ ଅବତାର ।

aajtak
0 30

ରଣବୀର କପୁର ଖୁବ ଏଂଟରଟେନିଂ ବ୍ୟକ୍ତି ଭାବରେ ବେଶ ଜଣାଶୁଣା । ସେ ନିଜକୁ ଏକ୍ସପ୍ରେସ କରିବାରେ କେବେ ମଧ୍ୟ ପବ୍ଲିକ ପ୍ଲେସରେ କୁଣ୍ଠାବଦ୍ଧ କରନ୍ତି ନାହିଁ । କେବେ ବାବା ରାମଦେବଙ୍କ ସହିତ ଯୋଗ କରନ୍ତିତ କେବେ ଅଜବ ଡ୍ରେସ ପିନ୍ଧ ଲୋକଙ୍କୁ ହସାନ୍ତି ।

ନିକଟରେ ରଣବୀରଙ୍କ ଏକ ଭିଡ଼ିଓ ସା୍ମନାକୁ ଆସିଛି । ଯେଉଁଥିରେ ସେ ଭିନ୍ନ ଅବତାରରେ ନଜର ଆସିଛନ୍ତି । ମୌକା ଥିଲା ଏକ ଡିଓ ବ୍ରାଣ୍ଡ ଇଭେଂଟରେ । ରଣବୀର ଏହି ବ୍ରାଣ୍ଡ୍ର ଏଣ୍ଡୋର୍ସ କରୁଛନ୍ତି । ଏହି ସମୟରେ ସେ ଏଭଳି ଡ୍ୟାନ୍ସ କଲେ ଯାହା ଖୁବ ଚିତ୍ତାକର୍ଷକ ଥିଲା । ଏହି ଭିଡ଼ିଓ ଇଂଟରନେଟରେ ଘେଳିଯାଇଛି । ସେ ଏହି ଭିଡ଼ିଓରେ ଗଜବ ମୁଭ୍ସ ଦେଖାଇଛନ୍ତି ରଣବୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More