Only for Entertainment

ରୟାଲ ଲୁକରେ ମୁମ୍ବାଇ ରିସେପ୍ସନ ପାର୍ଟିରେ ନଜର ଆସିଲେ ଦୀପବୀର, ଦେଖନ୍ତୁ ଅନସିନ ଫଟୋ ଏବଂ ଭିଡିଓ ।

Zee News
25

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ବିବାହକୁ ନେଇ ଖୁବ ଚର୍ଚ୍ଚାରେ । ଦୁହିଁଙ୍କର ଲୁକ ବିବାହ ଏବଂ ରିସେପ୍ସନର ଲୁକ ସମ୍ନାକୁ ଆସିବା ମାତ୍ରେ ତାହା ଭାଇରାଲ ହୋଇଯାଇଥାଏ । ଇଟାଲୀର ଲେକ କୋମୋରେ ନଭେମ୍ବର ୧୪ ଏବଂ ୧୫ରେ ବିବାହ କରିବା ପରେ ଦୁହେଁ ପ୍ରଥମେ ବେଙ୍ଗାଲୁରରେ ଏବଂ ପରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ । ମୁମ୍ବାଇ ପାର୍ଟିକୁ ରଣବୀରଙ୍କ ଭଉଣୀ ହୋଷ୍ଟ କରିଥିଲେ । ତେବେ ବେଙ୍ଗାଲୁର ରିସେପ୍ସନ ପରେ ୨୮ ଡିସେମ୍ବର ଅର୍ଥାତ ବୁଧବାର ଦୀପବୀର ମୁମ୍ବାଇରେ ନିଜର ଦ୍ୱିତୀୟ ରିସେପ୍ସନ ପାର୍ଟି ଦେଇଥିଲେ ଏହି ପାର୍ଟିକୁ ରଣବୀରଙ୍କ ପିତା ମାତା ଆୟୋଜନ କରିଥିଲେ ।

ମୁମ୍ବାଇ ରିସେପ୍ସନ ପାର୍ଟିରେ ରଣବୀର ଏବଂ ଦୀପିକାଙ୍କୁ ରୟାଲ ଲୁକରେ ଦେଖିବାକୁ ମିଳିଥିଲେ । ପାର୍ଟିରେ ଦୁହେଁ ହ୍ୱାଇଟ ଏବଂ ଗୋଲଡେନ ପୋଷାକରେ ନଜର ଆସିଥିଲେ । ଦ୍ୱିତୀୟ ରିସେପ୍ସନ ପାର୍ଟିର କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ ଦୁହେଁ ଅନ୍ୟ ଅତିଥିମାନଙ୍କ ପାଇଁ ଡିସେମ୍ବର ୧ରେ ଆଉ ଏକ ରିସେପ୍ସନ ପାର୍ଟି ଦେବେ ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

A post shared by Ranveer Singh (@ranveersingh) on

 

View this post on Instagram

 

That bye with a sparkling smile #Love #deepikapadukone #pictureperfect #ranveersingh #deepveerkishaadi #manavmanglani @manav.manglani

A post shared by Manav Manglani (@manav.manglani) on

 

View this post on Instagram

 

Candid shots of the lovely couple

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More