Only for Entertainment

ବକ୍ସ ଅଫିସରେ ରାଜ କରୁଛି ରଣବୀରଙ୍କ ପ୍ରଥମ ପାକିସ୍ତାନୀ ଫିଲ୍ମ ।

aajtak
0 44

ବଲିଉଡର ନୂଆ ବାଦଶାହ ରଣବୀର ସିଂ ପଦ୍ମାବତ ପରେ ନୂଆ ପ୍ରକଳ୍ପ ନେଇ ଆସୁଛନ୍ତି । ଏହି ଲିଷ୍ଟରେ ପ୍ରଥମ ଥର ପାକିସ୍ତାନର ନାମ ସାମିଲ ରହିଛି । ବାସ୍ତବରେ ରଣବୀର ସିଂ ପାକିସ୍ତାନୀ ଫିଲ୍ମ ତିଫା ଇନ ଟ୍ରପଲରେ କ୍ୟାମିଓ କରିଥିବାର ନଜର ଆସିଛନ୍ତି ।

ଖବର ଅନୁସାରେ ଅଲ୍ଲି ଜଫର ଷ୍ଟାରର ଫିଲ୍ମ ଏକ ଟିକା ଆଉଟଲେଟ ଲଗାଇଥିବା ଛୋଟ ବ୍ୟକ୍ତିଙ୍କ ବଡ଼ ସ୍ୱପ୍ନକୁ ନେଇ ଆଧାରିତ ଏହି ଫିଲ୍ମ । ଏହି କାହାଣୀର ଶେଷ ଜଫରଙ୍କ ସଫଳତାରେ ଶେଷ ହୋଇଛି । ଫିଲ୍ମରେ ରଣବୀର ସିଂ ଜଫରଙ୍କୁ ସରପ୍ରାଇଜ ଆପିୟରାନ୍ସ ଦେଇ ତାଙ୍କ ସ୍ୱପ୍ନକୁ ପୂରା କରିବାରେ ସାହାଯ୍ୟ କରିଥିବା ନଜର ଆସିଛନ୍ତି । ଏହି ଫିଲ୍ମ ପାକିସ୍ତାନରେ ରିଲିଜ ହୋଇସାରିଛି । ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଧମାଲ ମଚାଉଛି । ରଣବୀର ଏବଂ ଅଲ୍ଲି ଜଫରଙ୍କ ଯୋଡ଼ି ଦ୍ୱିତୀୟ ଥର ପରଦାରେ ନଜର ଆସିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More