Only for Entertainment

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ବିବାଦ ପରେ ଭାଇରାଲ ହେଉଛି ରଣବୀର ସିଂଙ୍କ ଭିଡ଼ିଓ ।

aajtak
25

ନିକଟରେ କଫି ୱିଦ କରନରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରହୁଲ ଅତିଥି ଭାବରେ ପହଂଚିଥିଲେ । ଯେଉଁଠାରେ ସେମାନେ ନିଜ ସଂପର୍କୀତ କିଛି କଥା ମନଖୋଲି କହିଥିଲେ । କିନ୍ତୁ ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦୀୟ ବୟାନରେ ଅସନ୍ତୁଷ୍ଟ ହୋଇଛନ୍ତି ଜନତା । ଯାହାପରେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଟ୍ରୋଲିଂର ଝଡ଼ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମହିଳାଙ୍କ ପ୍ରତି ଏଭଳି ମନୋଭାବକୁ ନେଇ ନିନ୍ଦା କରୁଛନ୍ତି ଫ୍ୟାନ୍ସ । ଏହା ମଧ୍ୟରେ ଭାଇରାଲ ହେଉଛି ରଣବୀର ସିଂଙ୍କ ଭିଡ଼ିଓ ।

 

ବାସ୍ତବରେ ରଣବୀର କଫି ୱିଦ କରନର ଏକ ଏପିସୋଡରେ ଅନୁଷ୍କାଙ୍କ ସହିତ ପହଂଚିଥିଲେ ଯେଉଁଠାରେ କରନଙ୍କ ସହିତ କଥା ହେଉଥିବା ବେଳେ ସେ କହିଛନ୍ତି କରୀନାଙ୍କୁ ସ୍ୱିମ କରୁଥିବାର ଦେଖିଲେ ମୁଁ ପିଲାରୁ ବଡ଼ ହୋଇଯାଏ । ଅବଶ୍ୟ ଏହା କେବଳ ରଣବୀରଙ୍କ ଚିନ୍ତାଧାରା ନୁହେଁ କାରଣ ହିରୋଇନଙ୍କ ବୋଲ୍ଡ ଅବତାରରେ ଲୋକ ଦିୱାନା ହୁଅନ୍ତି ଏହା ସବୁବେଳେ ଦେଖିବାକୁ ମିଳିଥାଏ । ପାଣ୍ଡ୍ୟାଙ୍କ ମନ୍ତବ୍ୟ ରଣବୀରଙ୍କ ମନ୍ତବ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ । ନାରୀଯେ ତାଙ୍କ ପାଇଁ କେବଳ ଉପଭୋଗ୍ୟ ବସ୍ତୁ କହିବା ଆଦୌ ଠିକ ନୁହେଁ, ଯେଉଁ କାରଣ ପାଇଁ ଟ୍ରୋଲର୍ସ ଟ୍ରୋଲ କରୁଛନ୍ତ । ଏହାପରେ ତାଙ୍କୁ କେତୋଟି ମ୍ୟାଚରୁ ବ୍ୟାନ କରାଯିବ ବୋଲି ଶୁଣିବାକୁ ମିଳୁଥିଲା ।

 

ନିକଟରେ ଦେଖିବାକୁ ମିଳିଛିଯେ ରଣବୀର ମି ଟୁକୁ ସମର୍ଥନ କରିଛନ୍ତି । ତେବେ ରଣବୀର ହୃଦୟରୁ ଖୁବ ଭଲ ଏଥିରେ ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More