Only for Entertainment

ବିବାହ ପରେ ରଣବୀରଙ୍କ ବଡ଼ ମନ୍ତବ୍ୟ, ରଣବୀର ଏଭଳି କହିବେ ଭାବି ନଥିବେ ଦୀପିକା ।

instagram
45

ରଣବୀର ଏବଂ ଦୀପିକା ସ୍ୱପ୍ନର ସ୍ଥାନରେ ବିବାହ କରି ସାରିଛନ୍ତି । ଯାହା ୬ ବର୍ଷର ଡେଟିଂ ପରେ ଦୁଇଟି ରୀତିନୀତିରେ ସଂପନ୍ନ ହୋଇଛି । ବିବାହ ପରେ ଦୁଇ ସେଲିବ୍ରେଟୀଙ୍କ ଫଟୋ ପୋଷ୍ଟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଦୁଇ ଜଣଙ୍କ ଆଡୋରେବଲ ଫଟୋ ଦେଖି ଫ୍ୟାନ୍ସ ଦିୱାନା ହୋଇ ଯାଇଛନ୍ତି ।ତେବେ ଗତ ୨୧ରେ ଦୀପବୀର ବାଙ୍ଗାଲୁରରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟି ରଖିଥିଲେ ।

 

ଗତ ରାତିରେ ରଣବୀରଙ୍କ ଭଉଣୀ ଏହି ନବ ବିବାହିତ ଦମ୍ପତ୍ତିଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟି ରଖିଥିଲେ ।ତେବେ ସେହି ସମୟର ଏକ ଭିଡ଼ିଓ ଭାଇରାଲ ହେଉଛି,ଯେଉଁଥିରେ ଖୁବ ଖୁସିର ସହିତ ରଣବୀର କହିଛନ୍ତିଯେ,ମୁଁ ଏ ବିଶ୍ୱର ସବୁଠାରୁ ସୁନ୍ଦର ଝିଅକୁ ବିବାହ କରିଛି ।ଏହି କଥାକୁ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି ।

ତେବେ ଏହା ନିହାତି ଭାବରେ ସତ୍ୟଯେ ଦୁଇ ଜଣ ପରସ୍ପର ପାଇଁ ଖୁବ ଲକି । କାରଣ ହେଉଛି ଦୁଇ ଜଣଙ୍କର ପରସ୍ପର ପ୍ରତି ବାସ୍ତବ ପ୍ରେମ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More