Only for Entertainment

ସିମ୍ବାର ପ୍ରମୋଶନ ସମୟରେ ଦୀପିକାଙ୍କୁ ପ୍ରଂଶସାରେ ପୋତି ପକାଇଲେ ରଣବୀର ।

bollywood tadka
21

ରଣବୀର ସିଂ ଏବଂ ସାରା ଅଲି ଖାନ ଫିଲ୍ମ କେଦାରନାଥର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ପ୍ରମୋଶନ ପାଇଁ ଦୁଇ ଜଣ ସାରେ ଗା ମା ପା ଶୋ’କୁ ଯାଇଥିଲେ । ସେଠାରେ ରଣବୀର ଦୀପିକାଙ୍କୁ ପ୍ରଶଂସାରେ ପୋତି ପକାଇଲେ । ପତ୍ନୀ ଦୀପିକାଙ୍କ ଉପରେ ଗର୍ବ ଅନୁଭବ କରୁଥିବା କଥା କହିଲେ ରଣବୀର ।

ନଗାଡ଼ା ସଙ୍ଗ ଢୋଲରେ ଜଣେ ପ୍ରତିଯୋଗୀ ପର୍ଫମ କଲେ,ଯାହାକୁ ଶୁଣି ପୁରୁଣା ଦିନରେ ହଜିଗଲେ ରଣବୀର,ଏବଂ ମନେ ପକାଇଲେ କିପରି ଦୀପିକା ଏକା ସାଙ୍ଗରେ ୫ଟି ବଡ଼ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । ଯାହାପରେ ରଣବୀର ମନରେ ଦୀପିକାଙ୍କ ପାଇଁ କଳାକାର ଭାବରେ ଖୁବ ସମ୍ମାନ ବଢି ଯାଇଥିଲା । କାରଣ ସେହି ଗୀତରେ ଦୀପିକାଙ୍କ ଡ୍ୟାନ୍ସ ଦେଖି ଇମ୍ପ୍ରେଶ ହୋଇ ଯାଇଥିଲେ ବାଜିରାଓ । ରଣବୀରଙ୍କ କହିବା ଅନୁସାରେ ଦୀପିକା ଯେଉଁ କାମ କରନ୍ତି ସେଥିରେ ୧୦୦ ପ୍ରତିଶତ ଦିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More