Only for Entertainment

ଏହି ଫଟୋରେ ସସପେନ୍ସ କ୍ରିଏଟ କଲେ ରଣବୀର,କିନ୍ତୁ ସୋସିଆଲ ମିଡିଆରେ ଉଡ଼ିଲା ମଜାକ ।

aajtak
0 31

ରଣବୀର ସିଂ ସବୁବେଳେ ନିଜର ଭିନ୍ନ ଭିନ୍ନ ଅଜବ କାମକୁ ନେଇ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହିଥର ତାଙ୍କୁ ଓଲଟା ଫଳ ମିଳିଛି । ଯାହା ଆପଣ ସୋସିଆଲ ମିଡିଆରୁ କମେଂଟ ପଢିଲେ ଜାଣିପାରିବେ ।

ବାସ୍ତବରେ ରଣବୀର ଏକ ପୋଷ୍ଟ ସେୟାର କରିଥିଲେ,ଯେଉଁଥିରେ ସେ କୌଣସି ଏକ ସୁପରମ୍ୟାନ ଗେଟ ଅପରେ ନଜର ଆସିଥିଲେ । ରଣବୀର ଭାବିଥିଲେଯେ ଏହାକୁ ଦେଖିବା ପରେ ଲୋକଙ୍କ ସସପେନ୍ସ ବଢିଯିବ । କିନ୍ତୁ ସେହିଭଳି କିଛି ହୋଇପାରିଲା ନାହିଁ । ଲୋକ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।

 

Coming Soon

A post shared by Ranveer Singh (@ranveersingh) on

ରଣୀବର ତାଙ୍କର ଅପକମିଂ ଫିଲ୍ମ ସିମ୍ବାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More